ୟୁଏଇ ପରେ ବାହାରିନ ସହିତ ଇସ୍ରାଏଲ କରିବ ଶାନ୍ତି ଚୁକ୍ତି

ଓ୍ୱାଶିଂଟନ: ଇସ୍ରାଏଲ ଏବଂ ୟୁପିଏ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପରେ ଆଉ ଏକ ଗଲ୍ଫ ଦେଶ ବାହାରିନ ସହିତ ଇସ୍ରାଏଲର ଶାନ୍ତି ପ୍ରତିଷ୍ଠା କରିବ। ଉଭୟ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାକି ଆମେରିକାର ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ସଫଳତା। ଦୀର୍ଘ ଦିନ ଧରି ଇସ୍ରାଏଲର ଏହି ଦେଶ ମାନଙ୍କ ସହିତ ବିବାଦ ଲାଗି ରହିଛି। ଏମିତିିକି ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ […]

US-Israel-Bahrain

US-Israel-Bahrain

Subhransu Sekhar
  • Published: Saturday, 12 September 2020
  • Updated: 12 September 2020, 03:50 PM IST

Sports

Latest News

ଓ୍ୱାଶିଂଟନ: ଇସ୍ରାଏଲ ଏବଂ ୟୁପିଏ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପରେ ଆଉ ଏକ ଗଲ୍ଫ ଦେଶ ବାହାରିନ ସହିତ ଇସ୍ରାଏଲର ଶାନ୍ତି ପ୍ରତିଷ୍ଠା କରିବ। ଉଭୟ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାକି ଆମେରିକାର ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ସଫଳତା। ଦୀର୍ଘ ଦିନ ଧରି ଇସ୍ରାଏଲର ଏହି ଦେଶ ମାନଙ୍କ ସହିତ ବିବାଦ ଲାଗି ରହିଛି। ଏମିତିିକି ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ବନ୍ଦ ରହିଛି। ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ପାଇଁ ଶାନ୍ତି ପ୍ରତିଷ୍ଠା କରାଯିବ। ଯାହାକି ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଇସ୍ରାଏଲ ଏବଂ ବାହାରିନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ବାବଦରେ ସୂଚନା ଦେଇଛନ୍ତି।

ବହାରିନ-ଇସ୍ରାଏଲ ଚୁକ୍ତି ପରେ ଆମେରିକା ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି, ଆଜି ଆଉ ଏକ ଐତିହାସିକ ସଫଳତା! ଆମର ଦୁଇ ମହାନ ବନ୍ଧୁ ଇସ୍ରାଏଲ୍ ଏବଂ ବହାରିନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏହି ଦ୍ୱିତୀୟ ଆରବ ଦେଶ 30 ଦିନ ମଧ୍ୟରେ ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କରିବ। "

https://twitter.com/realDonaldTrump/status/1304464923469193217

ଦୁଇ ମାସ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ କୂଟନୀତିକ ବିଜୟ। ଏହି ପଦକ୍ଷେପ ପରେ ଆମେରିକାରେ ରହୁଥିବା ଇସ୍ରାଏଲ୍ ସମର୍ଥକ ଟ୍ରମ୍ପଙ୍କ ସପକ୍ଷରେ ଭୋଟ୍ ଦେବେ ବୋଲି ଆକଳନ କରାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଏଭଳି ପଦକ୍ଷେପ ଦ୍ୱାରା ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପୂର୍ବରୁ ଇସ୍ରାଏଲ୍ ସମର୍ଥକ ଖ୍ରୀଷ୍ଟିଆନମାନଙ୍କୁ ତାଙ୍କ ସପକ୍ଷରେ ଭାେଟ୍ ଦେବା ପାଇଁ ବାଟ ଫିଟାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story