୨୦୨୨ରେ ଅନ୍ତରୀକ୍ଷକୁ ଭାରତୀୟଙ୍କୁ ପଠାଇବ ଇସ୍ରୋ

ବେଙ୍ଗାଲୁରୁ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା, ‘ଇସ୍ରୋ’ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଅନ୍ତରୀକ୍ଷକୁ ପଠାଇବାର ଯୋଜନା ରଖିଛି। ଇସ୍ରୋର ଜଣେ ଅଧିକାରୀ ‘ଆଇଏଏନ୍‌ଏସ୍‌’କୁ କହିଛନ୍ତି, “ମାନବ ଅନ୍ତରୀକ୍ଷ ଅଭିଯାନ ପାଇଁ ସବୁ ମହତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଏବେ ବିକଶିତ କରାଯାଉଛି। ଆମେ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ଅନ୍ତରୀକ୍ଷ ଯାତ୍ରାରେ ପଠାଇ ପାରୁ।” ପୂର୍ବରୁ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

isro

isro

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 06:17 PM IST

Sports

Latest News

ବେଙ୍ଗାଲୁରୁ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା, ‘ଇସ୍ରୋ’ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଅନ୍ତରୀକ୍ଷକୁ ପଠାଇବାର ଯୋଜନା ରଖିଛି।

ଇସ୍ରୋର ଜଣେ ଅଧିକାରୀ ‘ଆଇଏଏନ୍‌ଏସ୍‌’କୁ କହିଛନ୍ତି, “ମାନବ ଅନ୍ତରୀକ୍ଷ ଅଭିଯାନ ପାଇଁ ସବୁ ମହତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଏବେ ବିକଶିତ କରାଯାଉଛି। ଆମେ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ଅନ୍ତରୀକ୍ଷ ଯାତ୍ରାରେ ପଠାଇ ପାରୁ।”

ପୂର୍ବରୁ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ମଧ୍ୟ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story