ପାନ୍‌ କିମ୍ବା ଆଧାର କାର୍ଡ଼ରେ ନା’ ଭୁଲ ହୋଇଯାଇଛି କି? ସମାଧାନର ରାସ୍ତା ଆଣିଲା ଆୟକର ବିଭାଗ  

ନୂଆଦିଲ୍ଲୀ: ପାନ୍‌  କିମ୍ବା ଆଧାର କାର୍ଡ଼ରେ ଆପଣଙ୍କ ନାମ ଭୁଲ ହୋଇଯାଇଛି କି? ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। କାରଣ ଏହି ସମସ୍ୟାର ସମାଧାନ ଆଣିଛି ଆୟକର ବିଭାଗ। ମାତ୍ର ଇ-ବ୍ୟବସ୍ଥାରେ ଚୁଟ୍‌କିରେ ଏହି ସମସ୍ୟାର ସମାଧାନ ହେବ।  ଅର୍ଥାତ ପାନ୍‌ କିମ୍ବା ଆଧାର କାର୍ଡ଼ରେ ତ୍ରୁଟିଥିବା ନାମର ସଂଶୋଧନ ପାଇଁ ଅନଲାଇନରେ ବ୍ୟବସ୍ଥା ହେବ।  ଏଥିପାଇଁ ଆୟକର ବିଭାଗର ୱେବସାଇଟ୍‌ରେ ଭିନ୍ନ ଭିନ୍ନ ହାଇପର ଲିଙ୍କ ରହିବ।  ଗୋଟିଏ ହାଇପର ଲିଙ୍କ ପୁରୁଣା ପାନକାର୍ଡ଼ରେ […]

pan-1

pan-1

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 04:56 PM IST

Sports

Latest News

ନୂଆଦିଲ୍ଲୀ: ପାନ୍‌  କିମ୍ବା ଆଧାର କାର୍ଡ଼ରେ ଆପଣଙ୍କ ନାମ ଭୁଲ ହୋଇଯାଇଛି କି? ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। କାରଣ ଏହି ସମସ୍ୟାର ସମାଧାନ ଆଣିଛି ଆୟକର ବିଭାଗ। ମାତ୍ର ଇ-ବ୍ୟବସ୍ଥାରେ ଚୁଟ୍‌କିରେ ଏହି ସମସ୍ୟାର ସମାଧାନ ହେବ।  ଅର୍ଥାତ ପାନ୍‌ କିମ୍ବା ଆଧାର କାର୍ଡ଼ରେ ତ୍ରୁଟିଥିବା ନାମର ସଂଶୋଧନ ପାଇଁ ଅନଲାଇନରେ ବ୍ୟବସ୍ଥା ହେବ।  ଏଥିପାଇଁ ଆୟକର ବିଭାଗର ୱେବସାଇଟ୍‌ରେ ଭିନ୍ନ ଭିନ୍ନ ହାଇପର ଲିଙ୍କ ରହିବ।  ଗୋଟିଏ ହାଇପର ଲିଙ୍କ ପୁରୁଣା ପାନକାର୍ଡ଼ରେ ତ୍ରୁଟିଥିଲେ ସୁଧାର ସହିତ ନୂତନ କରି ପାନ୍‌ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଲଗି ଉର୍ଦ୍ଧିଷ୍ଟ ରହିବ।

ଅନ୍ୟଟି ଆଧାର ପାଇଁ ରହିବ। ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜର ଅପେଡେଟ୍‌ ତଥ୍ୟକୁ ଏହି ୱେବସାଇଟ୍‌ରେ ଅପଲୋର୍ଡ଼ କରି ସଂଶୋଧନ କରିପାରିବ। ଗତ ସପ୍ତାହରେ ଆୟକର ବିଭାଗ ଆଧାର ଏବଂ ପାନକୁ ଲିଙ୍କ ପାଇଁ ଏକ ବ୍ୟବସ୍ଥା ଆଣିଥିଲା। ଅଦ୍ୟାବଧି ଦେଶର ପାଖାପା‌ଖି ୧.୨୨ କୋଟି ଆୟକର ଦେଉଥିବା ବ୍ୟକ୍ତିବିଶେଷଙ୍କ ପାନ୍‌ ସହ ଆଧାର ଲିଙ୍କ ହୋଇସାରିଛି।

ହେଲେ ଏହି ପରିସଂଖ୍ୟାନ ଅତି ନଗଣ୍ୟ ବୋଲି କୁହାଯାଉଛି। ଏବେ ଦେଶରେ ପାଖାପାଖି ୬ କୋଟି ଲୋକ ଇନକମ୍‌ ଟେକ୍ସ ରିଟର୍ଣ୍ଣ ଫାଇଲ କରୁଥବା ଜଣାପଡ଼ିଛି। ।  ଚଳିତ (୨୦୧୭-୧୮) ଆର୍ଥିକ ବଜେଟରେ ଆୟକର ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିଥିଲେ।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story