କରୋନା ମୃତ୍ୟୁ ସଂଖ୍ୟା, ଚାଇନାଠୁ ବଳିଗଲା ଇଟାଲୀ

ରୋମ୍: ଚାଇନା ତୁଳନାର ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ସପ୍ତାହର ଶୁକ୍ରବାର ପାଖରୁ ଚୀନରେ ନୂଆ କରୋନା ଆକ୍ରାନ୍ତ କେହି ଚିହ୍ନଟ ହୋଇ ନାହାନ୍ତି। ସେହିପରି ପ୍ରତିଦିନ ମୃତ୍ୟ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ହେଲେ ଇଟାଲୀରେ କରୋନା ତାଣ୍ଡବ ରଚୁଛି। ଇଟାଲୀରେ ଏଯାବତ ୬,୮୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୧୭୬ ଛୁଇଁଛି। ୮,୩୨୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୪,୦୩୦ ଜଣ ଚିକିତ୍ସାଧୀନ […]

italy corona viruse

italy corona viruse

Subhransu Sekhar
  • Published: Wednesday, 25 March 2020
  • Updated: 25 March 2020, 10:22 AM IST

Sports

Latest News

ରୋମ୍: ଚାଇନା ତୁଳନାର ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ସପ୍ତାହର ଶୁକ୍ରବାର ପାଖରୁ ଚୀନରେ ନୂଆ କରୋନା ଆକ୍ରାନ୍ତ କେହି ଚିହ୍ନଟ ହୋଇ ନାହାନ୍ତି। ସେହିପରି ପ୍ରତିଦିନ ମୃତ୍ୟ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ହେଲେ ଇଟାଲୀରେ କରୋନା ତାଣ୍ଡବ ରଚୁଛି। ଇଟାଲୀରେ ଏଯାବତ ୬,୮୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୧୭୬ ଛୁଇଁଛି। ୮,୩୨୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୪,୦୩୦ ଜଣ ଚିକିତ୍ସାଧୀନ ଥିବା ବେଳେ ୩,୩୯୩ ଜଣ ଗୁରୁତର ରହିଛନ୍ତି।

ଏହି ଘାତକ ଭାଇରସରେ ଆମେରିକାରେ ୭୮୨ ଜଣଙ୍କର ମୃତ୍ୟୁ ଘଟିଛି। ୫୪, ୮୬୭ ଜଣ ଏହି ଘାତକ ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩,୭୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧,୧୭୫ ଜଣ ଗୁରୁତର ରହିଛନ୍ତି।

ସେହିପରି ସ୍ପେନରେ ୪୨, ୦୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୯୯୧ ଛୁଇଁଛି। ଆଗାମୀ ଦିନରେ ଚାଇନା ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହିବ ବୋଲି ଜଣାପଡ଼ିଛି। ଏବେ ୩୫,୨୭୩ ଜଣ ଗୁରୁତର ଥିବା ବେଳେ ୩,୭୯୪ ଜଣ ହସ୍ପିଟାଲକୁ ଡିସଚାର୍ଜ ହୋଇଛନ୍ତି। ୨,୬୩୬ ଜଣ ଗୁରୁତର ରହିଛନ୍ତି।

ସ୍ପେନ ପରେ ଇରାନରେ ମୃତ୍ୟୁ ସଂଖ୍ୟା ୧,୯୩୪ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୪,୮୧୧ ରହିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇ ୮,୯୧୩ ଜଣ ଘରକୁ ଫେରିଛନ୍ତି। ୧୩, ୯୬୪ ଜଣ ଗୁରୁତର ରହିଛନ୍ତି।

ଫ୍ରାନ୍ସରେ ୨୨,୩୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ୩,୨୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭, ୯୨୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୨,୫୧୬ ଜଣ ଗୁରୁତର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story