ଇଟାଲୀରେ ୬୮୩, ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ଙ୍କ ମୁଣ୍ଡ ନେଲା କରୋନା

ରୋମ: ୟୁରୋପୀୟ ଦେଶ ଇଟାଲୀ, ସ୍ପେନ ଓ ଫ୍ରାନ୍ସରେ ମହାମାରୀ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯିବାରେ ଲାଗିଛି। ଭାଇରସ ପ୍ରାଣ କେନ୍ଦ୍ର କୁହାଯାଉଥିବା ଚାଇନା ଠାରୁ ବି ଏହି ଦେଶଗୁଡ଼ିକର ଅବସ୍ଥା ଅଧିକ ଜଟିଳ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୮୩ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ ଜଣଙ୍କ […]

y

y

Hemant Lenka
  • Published: Thursday, 26 March 2020
  • Updated: 26 March 2020, 07:53 AM IST

Sports

Latest News

ରୋମ: ୟୁରୋପୀୟ ଦେଶ ଇଟାଲୀ, ସ୍ପେନ ଓ ଫ୍ରାନ୍ସରେ ମହାମାରୀ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯିବାରେ ଲାଗିଛି। ଭାଇରସ ପ୍ରାଣ କେନ୍ଦ୍ର କୁହାଯାଉଥିବା ଚାଇନା ଠାରୁ ବି ଏହି ଦେଶଗୁଡ଼ିକର ଅବସ୍ଥା ଅଧିକ ଜଟିଳ ହୋଇଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୮୩ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି।

ଇଟାଲୀରେ ୬୮୩ ଜଣ କରୋନାରେ ପ୍ରାଣ ହରାଇବା ପରେ ଏଠାରେ ମୃତ୍ୟୁସଂଖ୍ୟା ୭ ହଜାର ୫୦୩ରେ ପହଞ୍ଚି ଯାଇଛି। ସେହିପରି ୫,୨୧୦ଟି କରୋନା ମାମଲା ସାମ୍ନାକୁ ଆସିବା ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪,୩୮୬ ଛୁଇଁଛି। ଏମାନଙ୍କ ମଧ୍ୟରୁ ୯,୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୭, ୫୨୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୩,୪୮୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଫେବୃଅଆରୀ ୨୧ରେ ଇଟାଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ମାସକ ମଧ୍ୟରେ କରୋନା ଏଠାରେ ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି। ମଙ୍ଗଳବାର ଏଠାରେ ୭୪୩, ସୋମବାର ୬୦୨, ରବିବାର ୬୫୦ ଓ ଶନିବାର ୭୯୩ ଜଣଙ୍କ ମୁଣ୍ଡ କରୋନା ଯୋଗୁ ଗଡ଼ିଥିଲା।

ସେହିପରି ସ୍ପେନ ସ୍ଥିତି ଚାଇନାଠାରୁ ବଳି ଯାଇଛି। ଏଠାରେ ଗତ ୨୪ ଘଣ୍ଟାରେ ୬୫୬ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୫୪୭ରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ୪୯,୫୧୫ ଜଣ କରୋନା ରୋଗୀ ଏଠାରେ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫,୩୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଫ୍ରାନ୍ସ ସ୍ଥିତି ମଧ୍ୟ ବେକାବୁ ହୋଇଛି। ଗୋଟିଏ ଦିନରେ ଏହି ୟୁରୋପୀୟ ଦେଶରେ ୨୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଏଠାରେ ମୃତ୍ୟୁସଂଖ୍ୟା ୧୩୩୧ରେ ପହଞ୍ଚି ଯାଇଛି। ୨,୯୨୯ଟି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୨୩୩ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story