ଆହତ ବାପାଙ୍କୁ ୧୨ଶହ କିମି ସାଇକେଲରେ ବସାଇ ଆଣିଥିବା ଝିଅକୁ ଇଭାଙ୍କା ଟ୍ରମ୍ପଙ୍କ ପ୍ରଶଂସା

ୱାଶିଂଟନ: କରୋନା ଲକଡାଉନ ମଧ୍ୟରେ ଦୀର୍ଘ ୧୨ ଶହ କିମି ରାସ୍ତାକୁ ଆହତ ବାପାଙ୍କୁ ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟୀ ଝିଅର ସାହସକୁ ନେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟ ଜ୍ୟୋତି କୁମାରୀ ଦୀର୍ଘ ୭ ଦିନ କାଳ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ। ଏବେ ଝିଅଟିର ଏହି କାର୍ଯ୍ୟକୁ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏଥିସହ ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ […]

dd

dd

Hemant Lenka
  • Published: Saturday, 23 May 2020
  • Updated: 23 May 2020, 10:19 AM IST

Sports

Latest News

ୱାଶିଂଟନ: କରୋନା ଲକଡାଉନ ମଧ୍ୟରେ ଦୀର୍ଘ ୧୨ ଶହ କିମି ରାସ୍ତାକୁ ଆହତ ବାପାଙ୍କୁ ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟୀ ଝିଅର ସାହସକୁ ନେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟ ଜ୍ୟୋତି କୁମାରୀ ଦୀର୍ଘ ୭ ଦିନ କାଳ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ।

ଏବେ ଝିଅଟିର ଏହି କାର୍ଯ୍ୟକୁ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏଥିସହ ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଜ୍ୟୋତି କୁମାରୀଙ୍କୁ ଜାତୀୟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବାକୁ କୁହାଯାଇଛି।  ଯଦି ସେ ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତ ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ତାଲିମ ନେବେ।

ଜ୍ୟୋତିଙ୍କ ଦିଲ୍ଲୀ ଗସ୍ତ ନେଇ ସମସ୍ତ ଖର୍ଚ୍ଚ ସାଇକ୍ଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଦିଆଯିବ। ସାଇକ୍ଲିଂ ଫେଡେରେସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜ୍ୟୋତି ଗ୍ରହଣ କରିବା ସହ ଲକଡାଉନ ପ୍ରତ୍ୟାହାର ହେବାର ପରେ ସେ ଦିଳ୍ଲୀ ଯିବେ ବୋଲି କହିଛନ୍ତି।

ସେହିପରି ଜ୍ୟୋତି କୁମାରୀଙ୍କୁ ଇଭାଙ୍କା ଟ୍ରମ୍ପ ପ୍ରଶଂସା କରି କହିଛନ୍ତି,  “୧୫ ବର୍ଷୀୟ ଜ୍ୟୋତି କୁମାରୀ ତାଙ୍କ ଆହତ ବାପାଙ୍କୁ ସାଇକେଲ ପଛରେ ବସାଇ ଦୀର୍ଘ ୭ ଦିନ କାଳ ଯାତ୍ରା କରି ୧୨ ଶହ କିମିରୁ ଅଧିକ ଦୂରତାର ପଥ ଅତିକ୍ରମ କରିଛନ୍ତି। ଏହି ସୁନ୍ଦର ଇଚ୍ଛାଶକ୍ତି ଓ ଭଲ ପାଇବା ସମଗ୍ର ଭାରତବାସୀ ଓ ସାଇକ୍ଲିଂ ଫେଡରେସନର ଦୃଷ୍ଟି ଆକର୍ଷଣ କରିପାରିଛି। ଏପରି ଭଲ ପାଇବା କେବଳ ଭାରତୀୟମାନେ ହିଁ ଚିନ୍ତା କରିପାରନ୍ତି।

ଜ୍ୟୋତି କୁମାରୀଙ୍କ ବାପା ଗୁରୁଗ୍ରାମରେ ରହି କାମ କରନ୍ତି। ମାର୍ଚ୍ଚ ମାସରେ ବିହାରର ଦରଭଙ୍ଗାରୁ ଜ୍ୟୋତି ସେଠାକୁ ଯାଇଥିଲେ। ଇ-ରିକ୍ସା ଟ୍ରାଇଭର ଭାବେ ସେଠାରେ କାର୍ଯ୍ୟ କରୁଥିବା ଜ୍ୟୋତିଙ୍କ ବାପା ମୋହନ ପାଶୱାନ ଦୁର୍ଘଟଣାର ଶିକାର ହୋଇଥିଲା। ସେ କାମ କରି ନ ପାରିବାରୁ ଘର ଭଡ଼ା ମଧ୍ୟ ଦେଇ ପାରି ନଥିଲେ।

ଫଳରେ ଘର ମାଲିକ ସେମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଥିଲେ। ଗୋଟିଏ ପଟେ ଲକଡାଉନ ଓ ଅନ୍ୟପଟେ ଆର୍ଥିକ ସଙ୍କଟ। ଜୀବନର ଏହି ଘଡ଼ିଷନ୍ଧି ମୁହୂର୍ତ୍ତରେ ଜ୍ୟୋତି ଏକ ପୁରୁଣା ସାଇକେଲରେ ଆହତ ବାପାଙ୍କୁ ଘରକୁ ଆଣି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତିଦିନ ଜ୍ୟୋତି ୩୦ରୁ ୪୦ କିମି ସାଇକେଲିଂ କରୁଥିଲେ। ବିହାରରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story