ଆଇଜଲ: ୪ଟି ଏକେ-୪୭ ରାଇଫଲ୍ ସହ ଜଣେ ମିଆଁମାର ନାଗରିକ ଗିରଫ

ଆଇଜଲ: ମିଆଁମାରର ଜଣେ ନାଗରିକଙ୍କୁ ମିଜୋରାମରେ ଗିରଫ କରାଯାଇଛି। ତା’ଠାରୁ ଚାରୋଟି ଏକେ-୪୭ ରାଇଫଲ୍ ସହିତ ଅନେକଗୁଡ଼ିଏ ଖାଲି ମ୍ୟାଗ୍‌ଜିନ୍ ଜବତ କରାଯାଇଛି। ମିଜୋରାମର ଚମ୍ପାଇ ଜିଲ୍ଲାର ନାହଲାନରୁ ତାଙ୍କୁ ଗିରଫ କରାଯାଇଛି। ପୋଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତି ଜଣଙ୍କୁ ଗତକାଲି ରାତିରେ ଆସାମ ରାଇଫଲ୍‌ର ୩୯ ବାଟାଲିୟନ୍‌ର ଯବାନମାନେ ଗିରଫ କରିଥିଲେ। ତେବେ ଏକେ ୪୭ ରାଇଫଲ୍‌ଗୁଡ଼ିକୁ ସେ ଚୋରାରେ ବିକ୍ରି କରିବା ପାଇଁ ଆଣିଥିଲେ ନା କୌଣସି ବିଦ୍ରୋହୀ ସଂଗଠନ ପାଇଁ […]

ak-47

ak-47

Rakesh Mallick
  • Published: Friday, 06 May 2016
  • Updated: 06 May 2016, 10:54 AM IST

Sports

Latest News

ak-47ଆଇଜଲ: ମିଆଁମାରର ଜଣେ ନାଗରିକଙ୍କୁ ମିଜୋରାମରେ ଗିରଫ କରାଯାଇଛି। ତା’ଠାରୁ ଚାରୋଟି ଏକେ-୪୭ ରାଇଫଲ୍ ସହିତ ଅନେକଗୁଡ଼ିଏ ଖାଲି ମ୍ୟାଗ୍‌ଜିନ୍ ଜବତ କରାଯାଇଛି। ମିଜୋରାମର ଚମ୍ପାଇ ଜିଲ୍ଲାର ନାହଲାନରୁ ତାଙ୍କୁ ଗିରଫ କରାଯାଇଛି।

ପୋଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତି ଜଣଙ୍କୁ ଗତକାଲି ରାତିରେ ଆସାମ ରାଇଫଲ୍‌ର ୩୯ ବାଟାଲିୟନ୍‌ର ଯବାନମାନେ ଗିରଫ କରିଥିଲେ।

ତେବେ ଏକେ ୪୭ ରାଇଫଲ୍‌ଗୁଡ଼ିକୁ ସେ ଚୋରାରେ ବିକ୍ରି କରିବା ପାଇଁ ଆଣିଥିଲେ ନା କୌଣସି ବିଦ୍ରୋହୀ ସଂଗଠନ ପାଇଁ ଆଣିଥିଲେ ତାହା ସ୍ପଷ୍ଟ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story