୪୯ ଦିନ ପରେ ସାମ୍ବାଦିକଙ୍କୁ ଓକିଲଙ୍କ ସହ ୫ ମିନିଟ୍‌ କଥା ହେବାକୁ ସମୟ ମିଳିଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସକାଣ୍ଡର ରିପୋର୍ଟିଂ କରିବାକୁ ଯାଉଥିବା ବେଳେ ଗିରଫ ହୋଇଥିବା କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ଶେଷରେ ୫ ମିନିଟ୍‌ ପାଇଁ ଓକିଲଙ୍କ ସହ କଥା ହେବାକୁ ଅନୁମତି ପାଇଛନ୍ତି। ସେ ଦୀର୍ଘ ୪୯ ଦିନ ହେଲା ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ହେଲେ ଏହି ସମୟସୀମା ମଧ୍ୟରେ ତାଙ୍କୁ ଓକିଲଙ୍କ ସହ କଥାକୁ ଅନୁମତି ମିଳି ନଥିଲା। ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ […]

hkj

hkj

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 10:55 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସକାଣ୍ଡର ରିପୋର୍ଟିଂ କରିବାକୁ ଯାଉଥିବା ବେଳେ ଗିରଫ ହୋଇଥିବା କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ଶେଷରେ ୫ ମିନିଟ୍‌ ପାଇଁ ଓକିଲଙ୍କ ସହ କଥା ହେବାକୁ ଅନୁମତି ପାଇଛନ୍ତି। ସେ ଦୀର୍ଘ ୪୯ ଦିନ ହେଲା ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ହେଲେ ଏହି ସମୟସୀମା ମଧ୍ୟରେ ତାଙ୍କୁ ଓକିଲଙ୍କ ସହ କଥାକୁ ଅନୁମତି ମିଳି ନଥିଲା।

ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଟୋଲ ପ୍ଲାଜ ନିକଟରୁ ଗିରଫ କରି ନେଇଥିଲା।

ସେବେଠାରୁ ତାଙ୍କୁ ଜେଲ୍‌ରେ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଫୋନ ଯୋଗେ ୫ ମିନିଟ୍‌ ପାଇଁ ତାଙ୍କ ଓକିଲ ୱିଲିସ ମାଥ୍ୟୁସଙ୍କ ସହ କଥାକୁ ହେବାକୁ ଦିଆଯାଇଛି। ଏହି ସମୟରେ ସେ ତାଙ୍କ ଅବସ୍ଥା କଥା ଜଣାଇଛନ୍ତି। ଏଥିସହ ତାଙ୍କୁ ଖାଦ୍ୟ ଓ ମେଡିସିନ୍‌ ଜେଲ୍‌ରେ ଠିକ୍‌ ସମୟରେ ଦିଆଯାଉଥିବା କହିଛନ୍ତି।

କପ୍ପାନଙ୍କୁ ଛାଡ଼ିବା ପାଇଁ କେରଳ ୟୁନିୟନ ୱାର୍କିଂ ଜର୍ଣ୍ଣାଲିଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହାଥରାସ ମାଜିଷ୍ଟ୍ରେଟ କୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଛି। କପ୍ପାନଙ୍କୁ ଧାରା ୧୨୪ଏ, ୧୫୩ଏ ଓ ୨୯୫ଏରେ ଗିରଫ କରାଯାଇଛି। ତାଙ୍କ ନାଁରେ ଦେଶଦ୍ରୋହ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା କରାଯାଇଛି।

ଖାଲି ସେତିକି ନୁହେଁ, ଅକ୍ଟୋବର ୭ରେ ତାଙ୍କ ନାଁରେ ମଥୁରାରେ ମଧ୍ୟ ଏଫଆଇଆର ହୋଇଥିଲା। ଏଠାରେ ତାଙ୍କ ନାଁରେ ସୂଚନା ଓ ପ୍ରଯୁକ୍ତ ବିଦ୍ୟା ଏବଂ ୟୁଏପିଏ ଜରିଆରେ ମାମଲା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story