ଅଜିତ ଡୋଭାଲଙ୍କ ପୁଅଙ୍କୁ କ୍ଷମା ମାଗିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆଜି ୨୦୧୯ ମସିହା ମାନହାନୀ ମାମଲାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକଙ୍କୁ କ୍ଷମା ମାଗିଛନ୍ତି। ଜୟରାମ ରମେଶ କ୍ଷମା ମାଗିଥିବାରୁ ବିବେକ ଡୋଭାଲ ଏହାକୁ ଗ୍ରହଣ ମଧ୍ୟ କରିନେଇଛନ୍ତି। ୨୦୧୯ ମସିହାରେ ବିବେକଙ୍କ ବିରୋଧରେ ଜୟରାମ ରମେଶ ଆପତ୍ତିଜନକ ବୟାନ ଦେଇଥିଲେ। ଏକ ମ୍ୟାଗାଜିନରେ ମଧ୍ୟ ତାଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରକାଶ ପାଇଥିଲା। ଏଥିପାଇଁ ସେ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ଜୟରାମ […]

d

d

Hemant Lenka
  • Published: Saturday, 19 December 2020
  • Updated: 19 December 2020, 08:44 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆଜି ୨୦୧୯ ମସିହା ମାନହାନୀ ମାମଲାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିବେକଙ୍କୁ କ୍ଷମା ମାଗିଛନ୍ତି। ଜୟରାମ ରମେଶ କ୍ଷମା ମାଗିଥିବାରୁ ବିବେକ ଡୋଭାଲ ଏହାକୁ ଗ୍ରହଣ ମଧ୍ୟ କରିନେଇଛନ୍ତି।

୨୦୧୯ ମସିହାରେ ବିବେକଙ୍କ ବିରୋଧରେ ଜୟରାମ ରମେଶ ଆପତ୍ତିଜନକ ବୟାନ ଦେଇଥିଲେ। ଏକ ମ୍ୟାଗାଜିନରେ ମଧ୍ୟ ତାଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରକାଶ ପାଇଥିଲା। ଏଥିପାଇଁ ସେ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ଜୟରାମ ରମେଶ ଓ ଉକ୍ତ ମ୍ୟାଗାଜିନ ବିରୋଧରେ ମାନହାନୀ କେସ କରିଥିଲେ। ଆଜି ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସଚିନ ଗୁପ୍ତା ଏହି ମାମଲାର ଶୁଣାଣି କରିବାର ଥିଲା। ତେବେ ଏହା ପୂର୍ବରୁ ଜୟରାମ କ୍ଷମା ମାଗି ନେଇଛନ୍ତି।

ଗୋଟିଏ ବିବୃତିରେ ଜୟରାମ କହିଛନ୍ତି, “ମୁଁ ବିବେକ ଡୋଭାଲଙ୍କ ବିରୋଧରେ ଅନେକ ବୟାନ ଦେଇଥିଲି। ପରିସ୍ଥିତିର ବଶବର୍ତ୍ତୀ ହୋଇ ଓ ନିର୍ବାଚନ ସମୟରେ ଭାଷଣ ଦେବା ବେଳେ ମୁଁ ତାଙ୍କ ନାଁରେ କିଛି ଆପତ୍ତିଜନକ ଅଭିଯୋଗ କରିଥିଲି। ଗଣାମଧ୍ୟମ ଓ ମ୍ୟାଗାଜିନର ପ୍ରକାଶିତ ଖବର ଆଧାରରେ ମୁଁ ଏପରି କହିଥିଲି। ତେବେ ଏପରି ବୟାନ ଦେବା ପୂର୍ବରୁ ମୋର ତଥ୍ୟକୁ ଯାଞ୍ଚ କରିବାର ଥିଲା।

ତେବେ ମୋ ବୟାନ ବିବେକ ଓ ତାଙ୍କ ପରିବାରକୁ ଆଘାତ ଦେଇଥିଲା। ଏହି କାରଣରୁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଏଥିସହ କଂଗ୍ରେସ ୱେବସାଇଟ୍‌ରେ ଥିବା ଉକ୍ତ ପ୍ରେସ ରିଲିଜ୍‌କୁ ହଟାଇ ଦେବାକୁ ମଧ୍ୟ ମୁଁ ଅନୁରୋଧ କରୁଛି।”

ଅନ୍ୟପକ୍ଷରେ ବିବେକ ଡୋଭାଲ କହିଛନ୍ତି, ଜୟରାମ ରମେଶ କ୍ଷମା ପ୍ରାର୍ଥନା କରି ଚିଠି ଲେଖିଛନ୍ତି। ଏହାକୁ ମୁଁ ଗ୍ରହଣ କରିନେଇଛି। ତେବେ Caravan magazine ବିରୋଧରେ ମୁଁ କରିଥିବା ଅପରାଧିକ ମାନହାନୀ କେସ୍‌ ପୂର୍ବଭଳି ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story