ଇନ୍ଦିରା ଜୟସିଂହ ଲଜ୍ଜିତ ଅନୁଭବ କରିବା କଥା: ନିର୍ଭୟାଙ୍କ ବାପା

ନୂଆଦିଲ୍ଲୀ: ଶନିବାର ନିର୍ଭୟାଙ୍କ ବାପା କହିଛନ୍ତି ତାଙ୍କ ଝିଅର ଦୁଷ୍କର୍ମକାରୀଙ୍କୁ ଫାଶୀ ନଦେଇ କ୍ଷମା କରିଦେବାକୁ କହିଥିବା ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଲଜ୍ଜିତ ଅନୁଭବ କରିବା କଥା। ସେ କହିଛନ୍ତି କଂଗ୍ରେସ ନେତା ସୋନିଆଙ୍କ ପରି ତାଙ୍କ ପରିବାର ଲୋକଙ୍କ ହୃଦୟ ଏତେ ବଡ଼ ନୁହେଁ। ଫାଶୀ ବିରୋଧରେ ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଆସିଥିବେ ଜୟସିଂହଙ୍କ ବାବଦରେ ନିର୍ଭୟାଙ୍କ ବାପା କହିଛନ୍ତି, ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। ଏହା ପୂର୍ବରୁ […]

Indira

Indira

Subrat Kumar Nayak
  • Published: Saturday, 18 January 2020
  • Updated: 18 January 2020, 05:46 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ନିର୍ଭୟାଙ୍କ ବାପା କହିଛନ୍ତି ତାଙ୍କ ଝିଅର ଦୁଷ୍କର୍ମକାରୀଙ୍କୁ ଫାଶୀ ନଦେଇ କ୍ଷମା କରିଦେବାକୁ କହିଥିବା ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଲଜ୍ଜିତ ଅନୁଭବ କରିବା କଥା। ସେ କହିଛନ୍ତି କଂଗ୍ରେସ ନେତା ସୋନିଆଙ୍କ ପରି ତାଙ୍କ ପରିବାର ଲୋକଙ୍କ ହୃଦୟ ଏତେ ବଡ଼ ନୁହେଁ।

ଫାଶୀ ବିରୋଧରେ ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଆସିଥିବେ ଜୟସିଂହଙ୍କ ବାବଦରେ ନିର୍ଭୟାଙ୍କ ବାପା କହିଛନ୍ତି, ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଦରକାର। ଏହା ପୂର୍ବରୁ ଜୟସିଂହ ଏକ ଟ୍ୱିଟ୍‌ କରି କହିଥିଲେ, ସେ ନିର୍ଭୟା ମା ଅନୁଭବ କରୁଥିବା କଷ୍ଟକୁ ବୁଝିପାରୁଛନ୍ତି। ତେବେ ସୋନିଆ ଗାନ୍ଧି ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀଙ୍କୁ କ୍ଷମା କରିବା ପରି ନିର୍ଭୟାଙ୍କ ମା’ ତାଙ୍କୁ ଅନୁସରଣ କରନ୍ତୁ ବୋଲି ଜୟସିଂହ କହିଥିଲେ। ସେ ନିର୍ଭୟାଙ୍କ ମା’ଙ୍କ ସହିତ ଅଛନ୍ତି, କିନ୍ତୁ ଫାଶୀ ବିରୋଧରେ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ନଳିନୀ ଶ୍ରୀହରନ ନାମକ ଜଣେ ମହିଳା ରାଜୀବଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋନିଆଙ୍କ ହସ୍ତକ୍ଷେପ ପରେ ହିଁ ତାଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡକୁ ହ୍ରାସ ପାଇଥିଲା। ଜେଲରେ ଜନ୍ମିତ ନଳନୀଙ୍କ ଝିଅ ପାଇଁ ସୋନିଆ ଏପରି ଦୟା ଦେଖାଇଥିବା କୁହାଯାଇଥିଲା।

ତେବେ ବର୍ତ୍ତମାନ ଜୟସିଂହ ଏହି ଉଦାହରଣ ଦେବାପରେ ନିର୍ଭୟାଙ୍କ ବାପା କହିଛନ୍ତି, “ଇନ୍ଦିରା ନିଜେ ଜଣେ ମହିଳା। ସେ ଏଭଳି ମନ୍ତବ୍ୟ ପାଇଁ ଲଜ୍ଜିତ ଅନୁଭବ କରିବା କଥା ଏବଂ ନିର୍ଭୟାଙ୍କ ମା’ଙ୍କୁ କ୍ଷମା ମାଗିବା କଥା। ଆମେ ୭ ବର୍ଷ ହେଲା ଲଢ଼ୁଛୁ। ଆମେ ସାଧାରଣ ଲୋକ, ରାଜନୀତିକ ଲୋକ ନୁହେଁ। ସୋନିଆ ଗାନ୍ଧିଙ୍କ ପରି ଆମର ଏତେ ବଡ଼ ହୃଦୟ ନାହିଁ। ଏଭଳି ମାନସିକତା କାରଣରୁ ହିଁ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story