ଜମ୍ମୁ କଶ୍ମୀରରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜାତିସଂଘରେ ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଆଜି ଜମ୍ମୁ କଶ୍ମୀରର ବଟୋଟ-ଡୋଡା ରାସ୍ତାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯବାନ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ୨-୩ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ କିନ୍ତୁ କୌଣସି ପକ୍ଷ ମୃତାହତ ହୋଇ ନାହାନ୍ତି। ପୂର୍ବରୁ ଗୁଇନ୍ଦା ଏ ନେଇ ସତର୍କ କରାଇ ସାରିଥିଲା। ଜାତିସଂଘ ସାଧାରଣ ପରିଷଦରେ […]

TERRORIST ATTACK

TERRORIST ATTACK

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 02:21 PM IST

Sports

Latest News

ଶ୍ରୀନଗର: ଜାତିସଂଘରେ ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଆଜି ଜମ୍ମୁ କଶ୍ମୀରର ବଟୋଟ-ଡୋଡା ରାସ୍ତାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯବାନ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ୨-୩ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ କିନ୍ତୁ କୌଣସି ପକ୍ଷ ମୃତାହତ ହୋଇ ନାହାନ୍ତି।

ପୂର୍ବରୁ ଗୁଇନ୍ଦା ଏ ନେଇ ସତର୍କ କରାଇ ସାରିଥିଲା। ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ନିଜର ପକ୍ଷ ରଖିସାରିବା ପରେ ସୀମାରେଖାରେ କୌଣସି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୁଇନ୍ଦା ରିପୋର୍ଟ ପାଇଥିଲା। ଯାହା ସତ ହୋଇଛି।

ଆତଙ୍କବାଦୀ ସଂଗଠନ ‘ଜାମାତ୍-ଅଲ୍-ହଦିସ’ର ୩ରୁ ୪ ହଜାର ଆତଙ୍କବାଦୀ ଅକ୍ଚୋବରରେ ସୀମାରେଖାରେ ଅନୁପ୍ରବେଶ କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ଗୋଟିଏ ମାସ ପୂର୍ବରୁ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଗୁଇନ୍ଦା ରିପୋର୍ଟ ଦେଇଥିଲା। ‘ଜମାତ୍-ଅଲ୍-ହଦିସ’ ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦର ନୂଆ ସଂଗଠନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story