ଜମ୍ମୁ ଓ କାଶ୍ମୀରରେ ଜଣେ ପୋଲିସ୍ କନଷ୍ଟେବଳ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲା ଅନ୍ତର୍ଗତ ଅଲ୍ଲାହପୀର ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ପୋଲିସ୍ କନ୍‌ଷ୍ଟେବଳ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ସନ୍ଦୀପ କୁମାର। ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏବେ ବି ସେଠାରେ ଗୁଳିବିନିମୟ ଚାଲିଛି। ଜଣେ ଆତଙ୍କବାଦୀ ପୁଂଚର ମିନି ସଚିବାଳୟରେ ଲୁଚି ରହିଥିବା ବେଳେ ଅନ୍ୟ ଜଣେ ଏକ ଘରେ ଲୁଚି ରହିଛି। ସେମାନଙ୍କୁ ଧରିବା […]

poonch

poonch

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 11:06 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲା ଅନ୍ତର୍ଗତ ଅଲ୍ଲାହପୀର ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ପୋଲିସ୍ କନ୍‌ଷ୍ଟେବଳ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ସନ୍ଦୀପ କୁମାର। ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏବେ ବି ସେଠାରେ ଗୁଳିବିନିମୟ ଚାଲିଛି। ଜଣେ ଆତଙ୍କବାଦୀ ପୁଂଚର ମିନି ସଚିବାଳୟରେ ଲୁଚି ରହିଥିବା ବେଳେ ଅନ୍ୟ ଜଣେ ଏକ ଘରେ ଲୁଚି ରହିଛି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଉଦ୍ୟମ ଚଳାଇଛନ୍ତି।

ପୁଂଚ ବ୍ୟତୀତ ନୌଗାମ ସେକ୍ଟରରେ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ସେଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story