ଜମ୍ମୁ ଓ କାଶ୍ମୀର: ସାତ ଦିନରେ ଜଳିଲା ସାତ ସ୍କୁଲ

ଜମ୍ମୁ: ଦକ୍ଷିଣ କାଶ୍ମୀରର ଅନନ୍ତନାଗର ସରକାରୀ ସ୍କୁଲଗୁଡ଼ିକୁ ପୁଣି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଐସମୁକାମର ଜବାହାର ନବୋଦୟ ବିଦ୍ୟାଳୟ ଏବଂ କାବମାର୍ଗରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ  ଆତଙ୍କବାଦୀମାନେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ମିଶାଇ ଗତ ସାତ ଦିନ ମଧ୍ୟରେ ଆତଙ୍କବାଦୀମାନେ ୭ଟି ସ୍କୁଲ୍‌ରେ ନିଆଁ ଲଗାଇଛନ୍ତି। ସେହିପରି ସାଢ଼େ ତିନି ମାସ ମଧ୍ୟରେ ରାଜ୍ୟର ପ୍ରାୟ ପ୍ରତି ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ସ୍କୁଲ୍‌ରେ ଆତଙ୍କବାଦୀମାନେ ନିଆଁ ଲଗାଇଛନ୍ତି। ସ୍କୁଲରେ ନିଆଁ ଲାଗିବା […]

school_650_

school_650_

Rakesh Mallick
  • Published: Monday, 31 October 2016
  • Updated: 31 October 2016, 04:27 PM IST

Sports

Latest News

ଜମ୍ମୁ: ଦକ୍ଷିଣ କାଶ୍ମୀରର ଅନନ୍ତନାଗର ସରକାରୀ ସ୍କୁଲଗୁଡ଼ିକୁ ପୁଣି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଐସମୁକାମର ଜବାହାର ନବୋଦୟ ବିଦ୍ୟାଳୟ ଏବଂ କାବମାର୍ଗରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ  ଆତଙ୍କବାଦୀମାନେ ନିଆଁ ଲଗାଇ ଦେଇଛନ୍ତି।

ଏହାକୁ ମିଶାଇ ଗତ ସାତ ଦିନ ମଧ୍ୟରେ ଆତଙ୍କବାଦୀମାନେ ୭ଟି ସ୍କୁଲ୍‌ରେ ନିଆଁ ଲଗାଇଛନ୍ତି। ସେହିପରି ସାଢ଼େ ତିନି ମାସ ମଧ୍ୟରେ ରାଜ୍ୟର ପ୍ରାୟ ପ୍ରତି ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ସ୍କୁଲ୍‌ରେ ଆତଙ୍କବାଦୀମାନେ ନିଆଁ ଲଗାଇଛନ୍ତି।

ସ୍କୁଲରେ ନିଆଁ ଲାଗିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବା ପାଇଁ ଏହା ହେଉଛି ଏକ ଷଡ଼ଯନ୍ତ୍ର।

ଏହି ଘଟଣା ପାଇଁ ମେହେବୁବା ସରକାର ଦାୟୀ ବୋଲି ଜେକେଏଲଲଫ୍‌ର ମୁଖ୍ୟ ୟାସିନ ମଲିକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ଘାଟିରେ ବିରୋଧ ଜାରି ରହିବ। ଅନେକ ଦିନ ହେଲା ଘାଟିରେ ସ୍କୁଲ ବନ୍ଦ ରହିଛି। ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ପଢ଼ାପଢ଼ିରେ ଅସୁବିଧା ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story