ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାର ତଙ୍ଗଧାରରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ୩ ଆତଙ୍କବାଦୀ ୧୯ ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ  ଆକ୍ରମଣରେ ସାମିଲ୍‌ ଥିଲେ। ଏହି ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଥିଲେ। ୪ରୁ ୫ ଜଣ ଆତଙ୍କବାଦୀ ସୀମା ପାର ହୋଇ ଆସିଥିବା ସମ୍ପର୍କରେ ସେନାକୁ ସୂଚନା ମିଳିଥିଲା। ଏହା ପରେ […]

encounter

encounter

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 01:37 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାର ତଙ୍ଗଧାରରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ମୃତ ୩ ଆତଙ୍କବାଦୀ ୧୯ ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ  ଆକ୍ରମଣରେ ସାମିଲ୍‌ ଥିଲେ। ଏହି ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଥିଲେ।

୪ରୁ ୫ ଜଣ ଆତଙ୍କବାଦୀ ସୀମା ପାର ହୋଇ ଆସିଥିବା ସମ୍ପର୍କରେ ସେନାକୁ ସୂଚନା ମିଳିଥିଲା। ଏହା ପରେ ସେନାର ଯବାନମାନେ ତଙ୍ଗଧାରରେ ସର୍ଚ୍ଚ ଅପରେସନ୍ କରି ଏହି ୩ ଆତଙ୍କବାଦୀକୁ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story