ଅଷ୍ଟ୍ରେଲିଆ ଏୟାରଲାଇନ୍ ବିମାନରେ ଜନ୍ମିତ ଶିଶୁପୁତ୍ରର ନାଁ ରହିଲା ‘ଜେଟ୍‌ଷ୍ଟାର’

କାନବେରା: ଅଷ୍ଟ୍ରେଲିଆ ଏୟାରଲାଇନର ଏକ ବିମାନ ଜେଟ୍‌ଷ୍ଟାରରେ ସିଙ୍ଗାପୁରରୁ ମିଆଁମାର ଯାଉଥିବା ସ ଲେର ତୁ ନାମକ ଜଣେ ମହିଳା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ବିମାନର କେବିନ କ୍ରୁ ଓ ଉପସ୍ଥିତ ୩ଜଣ ଡାକ୍ତରଙ୍କ ସହାୟତାରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ସମୟରେ ବିମାନରେ ତାଙ୍କୁ ମିଳିଥିବା ସୁବିଧାରେ ଖୁସି ହୋଇ ମହିଳା ଜଣଙ୍କ ତାଙ୍କ ନବଜାତ ଶିଶୁପୁତ୍ରର ନାଁ ‘ସ ଜେଟ୍‌ଷ୍ଟାର’ ରଖିଛନ୍ତି। ଏହାସହ ସେ ଏୟାରଲାଇନର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। […]

jetstar

jetstar

Rakesh Mallick
  • Published: Friday, 29 April 2016
  • Updated: 04 May 2017, 03:44 PM IST

Sports

Latest News

jetstarକାନବେରା: ଅଷ୍ଟ୍ରେଲିଆ ଏୟାରଲାଇନର ଏକ ବିମାନ ଜେଟ୍‌ଷ୍ଟାରରେ ସିଙ୍ଗାପୁରରୁ ମିଆଁମାର ଯାଉଥିବା ସ ଲେର ତୁ ନାମକ ଜଣେ ମହିଳା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ବିମାନର କେବିନ କ୍ରୁ ଓ ଉପସ୍ଥିତ ୩ଜଣ ଡାକ୍ତରଙ୍କ ସହାୟତାରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ସମୟରେ ବିମାନରେ ତାଙ୍କୁ ମିଳିଥିବା ସୁବିଧାରେ ଖୁସି ହୋଇ ମହିଳା ଜଣଙ୍କ ତାଙ୍କ ନବଜାତ ଶିଶୁପୁତ୍ରର ନାଁ ‘ସ ଜେଟ୍‌ଷ୍ଟାର’ ରଖିଛନ୍ତି। ଏହାସହ ସେ ଏୟାରଲାଇନର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜେଟ୍‌ଷ୍ଟାର ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ଏୟାରଲାଇନ ‘କ୍ୱାଣ୍ଟାସ’ର ଏକ ସହଯୋଗୀ ଏୟାରଲାଇନ। ଏହି ଏୟାରଲାଇନ ୪୦ ସପ୍ତାହରୁ ଶେଷ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ୪ ଘଣ୍ଟାରୁ କମ ସମୟର ବିମାନ ଯାତ୍ରା ପାଇଁ ଅନୁମତି ଦେଇଥାଏ। ବିମାନରେ  ଗର୍ଭବତୀ ମହିଳାଙ୍କ ପାଇଁ ଏକ କ୍ୟାବିନ ଥାଏ। ଆବଶ୍ୟକ ବେଳେ ମହିଳାଙ୍କ ଚିକିତ୍ସା ପାଇଁ ବିମାନରେ ଡାକ୍ତର ମଧ୍ୟ ରହିଥାନ୍ତି।

ଏୟାରଲାଇନ କର୍ତ୍ତୃପକ୍ଷ ଏହି ଘଟଣାକୁ ସୋସିଆଲ ମିଡିଆରେ ଛାଡ଼ିଛି ସହ ମହିଳା ଜଣଙ୍କ ସୁରକ୍ଷିତ ପ୍ରସବ ପାଇଁ ବିମାନର କେବିନ କ୍ରୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story