ୟେମେନ୍‌: ଜିହାଦିଙ୍କ ଆତ୍ମଘାତୀ ବୋମାବିସ୍ଫୋରଣ,୧୩ ମୃତ

ଆଦେନ୍‌: ୟେମେନ୍‌ର ମୁକ୍କାଲା ସହରରେ ଥିବା ସେନାଟ୍ରୁପ୍‌ ଉପରେ ଗୁରୁବାର ଆଇଏସ୍‌ଆଇଏସ୍‌ ଗ୍ରୁପର ଜିହାଦି ଗୋଷ୍ଠୀ ପକ୍ଷରୁ ଆତ୍ମଘାତୀ ବୋମାବିସ୍ଫୋରଣ କରାଯାଇଛି। ଏଥିରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ତିନିଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ନିୟୋଜିତ ହୋଇଥିଲେ। ସେମାନେ ବିଭିନ୍ନ ସ୍ଥାନରୁ ଏକାଠି ଆସି ଗୋଟିଏ ସ୍ଥାନରେ ବିସ୍ଫୋରଣ କରିଥିଲେ। ସେନାପକ୍ଷରୁ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

jihadist-suicide-attack-kills-13-troops-near-yemen-s-mukalla

Rakesh Mallick
  • Published: Thursday, 12 May 2016
  • Updated: 04 May 2017, 03:44 PM IST

Sports

Latest News

ଆଦେନ୍‌: ୟେମେନ୍‌ର ମୁକ୍କାଲା ସହରରେ ଥିବା ସେନାଟ୍ରୁପ୍‌ ଉପରେ ଗୁରୁବାର ଆଇଏସ୍‌ଆଇଏସ୍‌ ଗ୍ରୁପର ଜିହାଦି ଗୋଷ୍ଠୀ ପକ୍ଷରୁ ଆତ୍ମଘାତୀ ବୋମାବିସ୍ଫୋରଣ କରାଯାଇଛି। ଏଥିରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଏହି ବିସ୍ଫୋରଣରେ ତିନିଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ନିୟୋଜିତ ହୋଇଥିଲେ। ସେମାନେ ବିଭିନ୍ନ ସ୍ଥାନରୁ ଏକାଠି ଆସି ଗୋଟିଏ ସ୍ଥାନରେ ବିସ୍ଫୋରଣ କରିଥିଲେ। ସେନାପକ୍ଷରୁ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story