ମୋଦିଙ୍କ ଫଟୋର ବ୍ୟବହାରକୁ ନେଇ ଜିଓ ଉପରେ ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସିମ୍‌ର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ବ୍ୟବହାର କରାଯିବା ଘଟଣାରେ ରିଲାଏନ୍ସ ଜିଓ କମ୍ପାନିକୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ। ରାଷ୍ଟ୍ରୀୟ ପ୍ରତୀକ ଏବଂ ନାମର ଭୁଲ୍‌ ବ୍ୟବହାର ଯୋଗୁଁ ୧୯୫୦ ଆଇନ୍‌ ଅନୁଯାୟୀ ଏହି ଜୋରିମାନା ଲାଗୁ କରାଯାଇପାରେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଲିଖିତ ସୂଚନାନୁଯାୟୀ, ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ବ୍ୟବହାର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ […]

jio-modi

jio-modi

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 01:51 PM IST

Sports

Latest News

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସିମ୍‌ର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ବ୍ୟବହାର କରାଯିବା ଘଟଣାରେ ରିଲାଏନ୍ସ ଜିଓ କମ୍ପାନିକୁ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ। ରାଷ୍ଟ୍ରୀୟ ପ୍ରତୀକ ଏବଂ ନାମର ଭୁଲ୍‌ ବ୍ୟବହାର ଯୋଗୁଁ ୧୯୫୦ ଆଇନ୍‌ ଅନୁଯାୟୀ ଏହି ଜୋରିମାନା ଲାଗୁ କରାଯାଇପାରେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଲିଖିତ ସୂଚନାନୁଯାୟୀ, ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ବ୍ୟବହାର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ କୌଣସି ପ୍ରକାର ମଞ୍ଜୁରୀ ଦେଇନଥିଲା।। ତେବେ ଏହାକୁ ନେଇ ରିଲାଏନ୍ସ ଜିଓ କୌଣସି ପ୍ରତିକ୍ରିୟା ଦେଇନାହିଁ।

 ସମାଜବାଦୀ ପାର୍ଟି ସାଂସଦ ନିରଜ ଶେଖରଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଠୋର ସ୍ୱୀକାର କରିଥିଲେ ଯେ ରିଲାଏନ୍ସ ଜିଓ ପ୍ରଧାମନ୍ତ୍ରୀଙ୍କ ଫଟୋ ବ୍ୟବହାର କରିଥିବା  କଥା ସରକାରଙ୍କୁ ଜଣାଥିଲା।

ପ୍ରାଇଭେଟ୍ କମ୍ପାନିର ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋର ବ୍ୟବହାରକୁ ନେଇ ବିପକ୍ଷ ଦଳ ପ୍ରଶ୍ନ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story