ହିଜବୁଲ୍‌ ଆତଙ୍କୀକୁ ଗିରଫ କଲା କଶ୍ମୀର ପୁଲିସ୍‌, ୨ ଆତଙ୍କୀ ନିପାତ

ଶ୍ରୀନଗର: ବାରମୁଲ୍ଲାର ନିଷିଦ୍ଧ ସଂଗଠନ ହିଜବୁଲ ମୁଜାହିଦ୍ଦୀନ୍‌ର ଜଣେ ଆତଙ୍କବାଦୀକୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କବାଦୀର ନାମ ଜୁନେଦ୍‌ ଫାରୁକ୍‌ ପଣ୍ଡିତ ବୋଲି ଜଣାପଡ଼ିଛି। ବିଭିନ୍ନ ଆତଙ୍କବାଦୀ ହମ୍‌ଲା ସହ ଜଡ଼ିତ ଜୁନେଦ୍‌ ୨୦୧୯ ମସିହା ଜୁନ୍‌ରେ ହିଜବୁଲ୍‌ ସହ ଯୋଡ଼ି ହୋଇଥିଲା। ପୁଲିସ୍‌ ଏବଂ ସେନାର ମିଳିତ ଅପରେସନ୍‌ରେ ବାରମୁଲ୍ଲା ଜିଲ୍ଲାର ଟାପର ପଟ୍ଟନ୍‌ଠାରେ ଜୁନେଦ୍‌କୁ ଗିରଫ କରିଛି। ବାରମୁଲ୍ଲା ଡିଆଇଜି ଏମ୍‌ ସୁଲେମାନ୍‌ କହିଛନ୍ତି, ଜୁନେଦ୍‌ ଫାରୁକ ପଣ୍ଡିତଠାରୁ ଗୋଟିଏ ଚାଇନିଜ୍‌ […]

Kashmir

Kashmir

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 06:20 PM IST

Sports

Latest News

ଶ୍ରୀନଗର: ବାରମୁଲ୍ଲାର ନିଷିଦ୍ଧ ସଂଗଠନ ହିଜବୁଲ ମୁଜାହିଦ୍ଦୀନ୍‌ର ଜଣେ ଆତଙ୍କବାଦୀକୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କବାଦୀର ନାମ ଜୁନେଦ୍‌ ଫାରୁକ୍‌ ପଣ୍ଡିତ ବୋଲି ଜଣାପଡ଼ିଛି।

ବିଭିନ୍ନ ଆତଙ୍କବାଦୀ ହମ୍‌ଲା ସହ ଜଡ଼ିତ ଜୁନେଦ୍‌ ୨୦୧୯ ମସିହା ଜୁନ୍‌ରେ ହିଜବୁଲ୍‌ ସହ ଯୋଡ଼ି ହୋଇଥିଲା। ପୁଲିସ୍‌ ଏବଂ ସେନାର ମିଳିତ ଅପରେସନ୍‌ରେ ବାରମୁଲ୍ଲା ଜିଲ୍ଲାର ଟାପର ପଟ୍ଟନ୍‌ଠାରେ ଜୁନେଦ୍‌କୁ ଗିରଫ କରିଛି।

ବାରମୁଲ୍ଲା ଡିଆଇଜି ଏମ୍‌ ସୁଲେମାନ୍‌ କହିଛନ୍ତି, ଜୁନେଦ୍‌ ଫାରୁକ ପଣ୍ଡିତଠାରୁ ଗୋଟିଏ ଚାଇନିଜ୍‌ ପିସ୍ତଲ, ୧୩ ଲାଇଭ୍‌ ରାଉଣ୍ଡସ୍, ୨ ମାଗାଜିନ୍‌ ଗୁଳି ଜବତ କରାଯାଇଛି। ତା’କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଏହାର କିଛି ଘଣ୍ଟା ପୂର୍ବରୁ ୨ ଜଣ ଲସ୍କର ଏ ତାଏବା ଆତଙ୍କବାଦୀ ଏକ ଗୁଳି ବିନିମୟରେ ନିପାତ ହୋଇଥିଲେ।

ଶନିବାର ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ କହିଥିଲେ, “ସୁରକ୍ଷା କର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏମାନେ ଦୁଇଜଣ ନାଭୀଦ୍‌ ଅହମ୍ମଦ ଭଟ୍ଟ ଓରଫ ଫରକାନ୍‌ ଏବଂ ଆକିବ୍‌ ୟାସୀନ୍‌ ଭଟ୍ଟ। ଗତକାଲି ଏକ ଅପରେସନ୍‌ରେ ଏମାନେ ନିପାତ ହୋଇଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ନଭୀଦ୍‌ ୨୦୧୮ ମସିହାରେ ଲସ୍କରରେ ଯୋଗଦେଇଥିଲା ଏବଂ ଅକୀବ୍‌ ୟାସୀନ୍‌ ଜୁନ୍‌ ୨୦୧୯ ମସିହାରୁ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଅଛି। ସେ କହିଛନ୍ତି, “ଅକୀବ୍‌ ନାମରେ ୭ଟି ଏଫ୍‌ଆଇଆର ରୁଜୁ କରାଯାଇଛି। ସେ ପୁଲିସ୍ ଏବଂ ସୁରକ୍ଷା କର୍ମୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ, ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ, ଦୋକାନୀଙ୍କୁ ଧମକାଇବା ଏବଂ ୩୭୦ ଧାରା ଉଚ୍ଛେଦ ପରେ ପୋଷ୍ଟର ମାରିବା।”

ସେ କହିଛନ୍ତି ୨୦୨୦ ମସିହାରେ କେବଳ ୨୫ ଜଣ ଆତଙ୍କବାଦୀ ନିପାତ ହେଲେଣି। ମୋଟ ୧୨ଟି ସଫଳ ଅପରେସନ୍‌ ସରିଲାଣି ବୋଲି ସେ କହିଛନ୍ତି। ୪୦ରୁ ଊର୍ଦ୍ଧ୍ୱ ସକ୍ରିୟ ସଦସ୍ୟଙ୍କୁ ଗିରଫ ସରିଲାଣି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story