କୋଲକାତାକୁ ଡେଇଁଲା ଜେଏନୟୁ ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ହିଂସା ଘଟଣା ଏବେ ଦେଶର ଅନେକ ବିଶ୍ୱବିଦ୍ୟାଳୟକୁ ବ୍ୟାପିଛି। କୋଲକାତାରେ ସୁଲେଖା ମୋଡରେ ପୁଲିସକର୍ମୀ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏହାପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ଏହାପରେ କୋଲକାତାରେ ବିଜେପି ଏବଂ ବାମଦଳ ନେତାଙ୍କ ମଧ୍ୟରେ ବିବାଦ ତେଜିଛି। ଏହାପରେ ଦକ୍ଷିଣ କୋଲକାତାରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇପଡ଼ିଥିଲା। ଦୁଇ ଦଳ ମଧ୍ୟରେ ଅପ୍ରୀତିକର […]

KOLKATTA

KOLKATTA

Subhransu Sekhar
  • Published: Monday, 06 January 2020
  • Updated: 06 January 2020, 09:02 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ହିଂସା ଘଟଣା ଏବେ ଦେଶର ଅନେକ ବିଶ୍ୱବିଦ୍ୟାଳୟକୁ ବ୍ୟାପିଛି। କୋଲକାତାରେ ସୁଲେଖା ମୋଡରେ ପୁଲିସକର୍ମୀ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏହାପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।

ଏହାପରେ କୋଲକାତାରେ ବିଜେପି ଏବଂ ବାମଦଳ ନେତାଙ୍କ ମଧ୍ୟରେ ବିବାଦ ତେଜିଛି। ଏହାପରେ ଦକ୍ଷିଣ କୋଲକାତାରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇପଡ଼ିଥିଲା। ଦୁଇ ଦଳ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଯେମିତି ନଉପୁଜେ ସେଥିପାଇଁ ପୁଲିସ ମୁତ୍ତୟନ କରାଯାଇଛି। ତେବେ ଦୁଇ ଦଳର ସମର୍ଥକମାନେ ପରସ୍ପର ବିରୋଧରେ ନାରାବାଜି କରୁଛନ୍ତି।

ରବିବାର ମୁଖାପିନ୍ଧା ପୁରୁଷ ଓ ମହିଳା ଦୁର୍ବୃତ୍ତ ଜେଏନୟୁରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଯୋଗୁ ଜେଏନୟୁ କର୍ତ୍ତୃପକ୍ଷ ପୁଲିସକୁ ଡାକିଥିଲେ ଓ ପୁଲିସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଥିଲା। ଏହି ଆକ୍ରମଣରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷଙ୍କ ସମେତ ୩୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ। ଏହି ଆକ୍ରମଣ ପୂର୍ବରୁ ସକାଳେ ବାମପନ୍ଥୀ ଓ ଏବିଭିପି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଠାରୁ ହିଁ ଆରମ୍ଭ ହୋଇଛି ବିବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story