କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ୱାଶିଂଟନ୍: ସାରା ବିଶ୍ୱ କରୋନାକୁ ମାତ ଦେବା ପାଇଁ ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଜନସନ ଆଣ୍ଡ ଜନସନ କମ୍ପାନୀ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। ଏହି କମ୍ପାନୀ ପ୍ରସ୍ତୁତ କରିଥିବା ସାମ୍ଭାବ୍ୟ କରୋନା ଟିକାର ପ୍ରଥମ ପରୀକ୍ଷଣ ଶେଷ କରିଛି। ପରୀକ୍ଷଣ ପରେ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି କରୋନା ଭାଇରସ ଟିକା ମାନବ ଶରୀରରେ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସଫଳ ହୋଇଛି। ଏହି […]

ui

ui

Hemant Lenka
  • Published: Saturday, 26 September 2020
  • Updated: 26 September 2020, 08:45 PM IST

Sports

Latest News

ୱାଶିଂଟନ୍: ସାରା ବିଶ୍ୱ କରୋନାକୁ ମାତ ଦେବା ପାଇଁ ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଜନସନ ଆଣ୍ଡ ଜନସନ କମ୍ପାନୀ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। ଏହି କମ୍ପାନୀ ପ୍ରସ୍ତୁତ କରିଥିବା ସାମ୍ଭାବ୍ୟ କରୋନା ଟିକାର ପ୍ରଥମ ପରୀକ୍ଷଣ ଶେଷ କରିଛି। ପରୀକ୍ଷଣ ପରେ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି କରୋନା ଭାଇରସ ଟିକା ମାନବ ଶରୀରରେ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସଫଳ ହୋଇଛି।

ଏହି ଟିକାର ନାମ Ad26.COV2.S ରଖାଯାଇଛି। ଏହି ଟିକା ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରୁ ମଧ୍ୟମ ପର୍ଯ୍ୟାୟ ପର୍ଯ୍ୟନ୍ତ ହୋଇଥିବା କ୍ଲିନିକାଲ ଟ୍ରାଏଲରେ ସକାରତ୍ମକ ଫଳାଫଳ ଦେଖାଇଛି। ଏହି ଟିକାର ସମାନ ମାତ୍ରାର ଡୋଜ ଏକାଧିକ ବ୍ୟକ୍ତିଙ୍କୁ ଦିଆଯାଇଥିଲା, ଯାହା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଏହି ଟିକାକୁ ଏକକ-ଶଟ୍ ପଦ୍ଧତିରେ ପରୀକ୍ଷା କରାଯାଉଛି।

ଜୁଲାଇ ମାସରେ ଜନସନ ଆଣ୍ଡ ଜନସନ କମ୍ପାନୀ ପ୍ରସ୍ତୁତ କରିଥିବା ଟିକାକୁ ପ୍ରଥମେ ପାଖାପାଖି ହଜାରେ ମାଙ୍କଡ଼ଙ୍କ ଦେହରେ ପରୀକ୍ଷା କରାଯାଇଥିଲା। ସେମାନଙ୍କ ଶରୀରରେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହଯୋଗ କରିଥିଲା। ଏହି ପରୀକ୍ଷା ପରେ ଆମେରିକା ସରକାରଙ୍କ ଅନୁମୋଦନକ୍ରମେ ପ୍ରାୟ ଏକ ହଜାର ସୁସ୍ଥ ବୟସ୍କଙ୍କ ଉପରେ ଟିକାର ପ୍ରୟୋଗ କରାଯାଇଥିଲା।

ଗତ ବୁଧବାର, ଜନସନ ଆଣ୍ଡ ଜନସନ କମ୍ପାନୀ ପୂର୍ବ ଫଳାଫଳ ଆଧାରରେ ୬୦ ହଜାର ବ୍ୟକ୍ତିଙ୍କୁ ନେଇ ପରୀକ୍ଷା ଆରମ୍ଭ କରିଛି। ଏହି ପରୀକ୍ଷା ସଫଳ ହେଲେ, ଟିକାକୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମୋଦନ ମିଳିବାର ଆଶା କରାଯାଉଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story