୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ପରେ କ’ଣ କହିଲେ ନିର୍ଭୟାଙ୍କ ମା’?

ନୂଆଦିଲ୍ଲୀ: ଦିଲ୍ଲୀ ଦୁଷ୍କର୍ମ ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଛନ୍ତି। ଏହାପରେ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ଆଜି ସକାଳେ ୫ଟା ୩୫ ମିନିଟରେ ୪ ଦୋଷୀଙ୍କୁ ତିହାର ଜେଲରେ ଥିବା ଫାଶୀ ଖୁଣ୍ଟରେ ଝୁଲାଯାଇଛି। ଫାଶୀ ପରେ ଟିକିଏ ଆଶ୍ୱସ୍ଥ ମନେ କରୁଥିବା ଆଶା ଦେବୀ କହିଛନ୍ତି, ଏହି ଦିନକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ନ୍ୟାୟ ବିଳମ୍ୱିତ ହୋଇଛି ହେଲେ ପ୍ରତ୍ୟାଖ୍ୟାନ ହୋଇନି। ଆଗାମୀ ଦିନରେ ଦେଶର […]

NIRBHAYA MOTHER ASHA DEVI

NIRBHAYA MOTHER ASHA DEVI

Subhransu Sekhar
  • Published: Friday, 20 March 2020
  • Updated: 20 March 2020, 01:53 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଦୁଷ୍କର୍ମ ମାମଲାର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଛନ୍ତି। ଏହାପରେ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ଆଜି ସକାଳେ ୫ଟା ୩୫ ମିନିଟରେ ୪ ଦୋଷୀଙ୍କୁ ତିହାର ଜେଲରେ ଥିବା ଫାଶୀ ଖୁଣ୍ଟରେ ଝୁଲାଯାଇଛି।

ଫାଶୀ ପରେ ଟିକିଏ ଆଶ୍ୱସ୍ଥ ମନେ କରୁଥିବା ଆଶା ଦେବୀ କହିଛନ୍ତି, ଏହି ଦିନକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ନ୍ୟାୟ ବିଳମ୍ୱିତ ହୋଇଛି ହେଲେ ପ୍ରତ୍ୟାଖ୍ୟାନ ହୋଇନି। ଆଗାମୀ ଦିନରେ ଦେଶର ସମସ୍ତ ଝିଅଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ଫାଶୀ ପ୍ରକ୍ରିୟା ଶେଷ ହେବା ପରେ ସେ ତାଙ୍କ ଝିଅର ଫଟୋକୁ ଧରି ନ୍ୟାୟ ମିଳିଛି ବୋଲି କହିଥିଲେ ଆଶା ଦେବୀ।

ସେ କହିଛନ୍ତି, ନିଜ ଝଅକୁ ବଞ୍ଚାଇପାରିଲେନି। ହେଲେ ଆଗାମୀ ଦିନରେ ସେ ଦେଶର ଅନ୍ୟ ଝିଅମାନଙ୍କ ପାଇଁ ଲଢ଼େଇ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story