ବିରୋଧୀଙ୍କ ଠାରୁ ବଳି ଗଲେ ଜ୍ୟୋତିରାଦିତ୍ୟ; ରାସ୍ତାକୁ ଓହ୍ଲାଇବାକୁ ଦେଲେ ଚେତାବନୀ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ‘କଂଗ୍ରେସ ବଚ୍ଚନ ପତ୍ର’ରେ ଠିକା ଶିକ୍ଷକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରା ନଗଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଏଆଇସିସିର ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା କଂଗ୍ରେସ ନେତୃବୃନ୍ଦଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି, ନିର୍ବାଚନୀ ଇସ୍ତାହାର ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ ହୋଇଥାଏ। ଏଥିରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଞ୍ଚ ମାସ ଭିତରେ କାର୍ଯ୍ୟକାରୀ କରାଯାଏ ନାହିଁ। […]

jyoti

jyoti

Jitendra Garnayak
  • Published: Saturday, 15 February 2020
  • Updated: 15 February 2020, 02:22 PM IST

Sports

Latest News

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ‘କଂଗ୍ରେସ ବଚ୍ଚନ ପତ୍ର’ରେ ଠିକା ଶିକ୍ଷକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରା ନଗଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଏଆଇସିସିର ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା କଂଗ୍ରେସ ନେତୃବୃନ୍ଦଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି, ନିର୍ବାଚନୀ ଇସ୍ତାହାର ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ ହୋଇଥାଏ। ଏଥିରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଞ୍ଚ ମାସ ଭିତରେ କାର୍ଯ୍ୟକାରୀ କରାଯାଏ ନାହିଁ।

ରାଜ୍ୟର ଠିକା ଶିକ୍ଷକମାନେ ସେମାନଙ୍କୁ ନିୟମିତ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଗୁରୁବାର ନିୱାଡ଼ି ଜିଲ୍ଲାରେ ଏକ ରାଲିରେ ଯୋଗ ଦେଇ ଜ୍ୟୋତିରାଦିତ୍ୟ କହିଥିଲେ, “ଆପଣମାନଙ୍କ ଦାବି କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଅଛି। ଆଉ ନିର୍ବାଚନୀ ଇସ୍ତାହାର ଆମ ପାଇଁ ପବିତ୍ର ଗ୍ରନ୍ଥ ସଦୃଶ। ଯଦି ଇସ୍ତାହାର ପତ୍ରରେ ଥିବା ସବୁ ପ୍ରତିଶ୍ରୁତି ପୂରଣ କରା ନଯାଏ, ତା’ହେଲେ ଲଢ଼େଇରେ ଆପଣମାନେ ଏକୁଟିଆ ରହିବେ ନାହିଁ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ଆପଣଙ୍କ ସହିତ ରାସ୍ତାକୁ ଓହ୍ଲାଇବ।”

ଠିକା ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ,“ ଏ ସରକାରକୁ ମାତ୍ର ବର୍ଷେ ହୋଇଛି। ଏଣୁ ଶିକ୍ଷକମାନେ ଟିକେ ଧୈର୍ଯ୍ୟ ଧରନ୍ତୁ। ଆପଣମାନଙ୍କ ପାଳି ପଡ଼ିବ। ଯଦି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲା, ତା’ହେଲେ ମୁଁ ଆପଣମାନଙ୍କ ସହିତ ରହିବି।”

ଅନ୍ୟପକ୍ଷରେ ରାସ୍ତାକୁ ନ ଓହ୍ଲାଇବାକୁ ଜ୍ୟୋତିରାଦିତ୍ୟଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଗୋବିନ୍ଦ ସିଂହ। ସେ କହିଛନ୍ତି ଜ୍ୟୋତିରାଦିତ୍ୟ ଏମିତି କରିବାର ଆବଶ୍ୟକତା ନାହିଁ। ସେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ। ରାଜ୍ୟର ଅର୍ଥନୀତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ ବୁଝିବିଚାରି ପଦକ୍ଷେପ ନେବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story