କଲମ୍ବିଆ: ସୁନାଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ

କଲମ୍ବିଆ:କଲମ୍ବିଆର ଥିବା ଏକ ସୁନା ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ ।  ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । କଲମ୍ବିଆର ବିପର୍ଯ୍ୟୟ ପ୍ରଶମନ ସଂସ୍ଥା କହିଛି ଯେ, ଏହି ଦୁର୍ଘଟଣା  କଲମ୍ବିଆ ନିକଟ କାଲଡସରେ ଘଟିଛି।   ଖଣି ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ରୂପେ ବାହାର କରିବା ପାଇଁ ଚେଷ୍ଟା ଚାଲିଛି। ନ୍ୟାସନାଲ୍ ମାଇନିଗିଂ ସଂସ୍ଥା (ଏଏନଏମ୍) କହିଛି ଯେ, ବନ୍ୟା ଆସିବା କାରଣରୁ ଜମି ଦୁର୍ବଳ ହେବାଫଳରେ  ଏପରି ଦୁର୍ଘଟଣା […]

colombia

colombia

Rakesh Mallick
  • Published: Thursday, 14 May 2015
  • Updated: 04 May 2017, 03:45 PM IST

Sports

Latest News

କଲମ୍ବିଆ:କଲମ୍ବିଆର ଥିବା ଏକ ସୁନା ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ ।  ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । କଲମ୍ବିଆର ବିପର୍ଯ୍ୟୟ ପ୍ରଶମନ ସଂସ୍ଥା କହିଛି ଯେ, ଏହି ଦୁର୍ଘଟଣା  କଲମ୍ବିଆ ନିକଟ କାଲଡସରେ ଘଟିଛି।   ଖଣି ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ରୂପେ ବାହାର କରିବା ପାଇଁ ଚେଷ୍ଟା ଚାଲିଛି। ନ୍ୟାସନାଲ୍ ମାଇନିଗିଂ ସଂସ୍ଥା (ଏଏନଏମ୍) କହିଛି ଯେ, ବନ୍ୟା ଆସିବା କାରଣରୁ ଜମି ଦୁର୍ବଳ ହେବାଫଳରେ  ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତେବେ ଖଣି ମାଲିକ ପାଖରେ ଲାଇସେନ୍ ରହିଛି କି ନାହିଁ  କିମ୍ବା ବେଆଇନ ରୂପରେ ଖନନ କରୁଥିଲେ ଏନେଇ ତଦନ୍ତ କରାଯିବ ବୋଲି ଖଣି ଅଧିକାରୀ  କହିଛନ୍ତି।  ସୂଚନାଯୋଗ୍ୟ ଯେ, ଜମି ହଠାତ୍ ଦୋହଲିବାରୁ ସେଠାରେ କାମ କରୁଥିବା ୧୫ ଜଣ ଶ୍ରମିକ ଖଣିରେ ଫସି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story