ପିନମ୍ ପେନ୍ (କାମ୍ବୋଡ଼ିଆ) : କାମ୍ବୋଡିଆରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । କମ୍ବୋଡିଆର କାମ୍ପପଙ୍ଗ୍ ରୋ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପୋଲିସର କହିବାନୁଯାୟୀ ଏହି ଦୁଇଟି ଗାଡି ବୀପରିତ ଦିଗରେ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଶ୍ରମିକ ଶେଣ୍ରୀର ବୋଲି ଜଣାଡିଛି । ଏମାନେ ସମସ୍ତେ ଏକ କପଡା କାରଖାନାରେ କାମ କରୁଥିଲେ। ଯାତ୍ରୀବାହୀ ବସଟି ପେନହ ଠାରୁ ଭିଏତନାମ୍ ଯାଉଥିଲା । ବସ୍ ଡ୍ରାଇଭର ଖାମଖିଆଲ୍ ଢଙ୍ଗରେ ଗାଡି ଚଲାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ବସ୍ ଡ୍ରାଇଭରକୁ ଗିରଫ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ
ତାମିଲନାଡ଼ୁରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ବଡ଼ ଅସ୍ଥିରତା ଦେଖାଦେଇଛି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ପାଣ୍ଠି ଏବଂ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବାଦର ମୂଳ କାରଣ ହେଉଛି ତାମିଲନାଡୁ ରାଜ୍ୟ ଶିକ୍ଷା ବିଭାଗର ଜାତୀୟ ଶିକ୍ଷା ନୀତି ପ୍ରତି ବିରୋଧାଭାସ। ଏହି ବିରୋଧାଭାସ କାରଣରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ତାମିଲନାଡୁରେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
National
ଗୌତମ ଗମ୍ଭୀରଙ୍କୁ ହାଇକୋର୍ଟ ଆଶ୍ୱସ୍ତି
ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।
National
ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ
ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ ଫୁଟାଇବା ସହ ନାଚିଥିଲେ।
National
ସ୍କୁଲ୍ ସଭାରେ ପହଞ୍ଚିବା ବିଳମ୍ବ ହେବାରୁ ୧୮ ଛାତ୍ରୀଙ୍କ କେଶ କାଟିଦେଲେ ଗୁରୁମା
ଛାତ୍ରୀମାନେ ସ୍କୁଲ୍ ସଭାକୁ ବିଳମ୍ବରେ ଆସିବାରୁ ଗୁରୁମା ସେମାନଙ୍କ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି।
National
୩ ଘଣ୍ଟା ଛିଡ଼ା ହେବାକୁ ବାଧ୍ୟ କଲେ, ଟଳି ପଡ଼ିଲେ ଡାକ୍ତରୀ ଛାତ୍ର
ଏହି ଘଟଣାରେ ପୁଲିସ ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।