କାମ୍ବୋଡିଆରେ ବସ୍ ଦୁର୍ଘଟଣା: ୨୧ ଲୋକ ମୃତ

ପିନମ୍ ପେନ୍ (କାମ୍ବୋଡ଼ିଆ) :  କାମ୍ବୋଡିଆରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । କମ୍ବୋଡିଆର କାମ୍ପପଙ୍ଗ୍ ରୋ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପୋଲିସର କହିବାନୁଯାୟୀ ଏହି ଦୁଇଟି ଗାଡି ବୀପରିତ ଦିଗରେ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଶ୍ରମିକ ଶେଣ୍ରୀର ବୋଲି ଜଣାଡିଛି । […]

busaccident

busaccident

Rakesh Mallick
  • Published: Tuesday, 19 May 2015
  • Updated: 04 May 2017, 03:45 PM IST

Sports

Latest News

ପିନମ୍ ପେନ୍ (କାମ୍ବୋଡ଼ିଆ) :  କାମ୍ବୋଡିଆରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । କମ୍ବୋଡିଆର କାମ୍ପପଙ୍ଗ୍ ରୋ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପୋଲିସର କହିବାନୁଯାୟୀ ଏହି ଦୁଇଟି ଗାଡି ବୀପରିତ ଦିଗରେ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଶ୍ରମିକ ଶେଣ୍ରୀର ବୋଲି ଜଣାଡିଛି । ଏମାନେ ସମସ୍ତେ ଏକ କପଡା କାରଖାନାରେ କାମ କରୁଥିଲେ। ଯାତ୍ରୀବାହୀ ବସଟି ପେନହ ଠାରୁ ଭିଏତନାମ୍ ଯାଉଥିଲା । ବସ୍ ଡ୍ରାଇଭର ଖାମଖିଆଲ୍ ଢଙ୍ଗରେ ଗାଡି ଚଲାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ବସ୍ ଡ୍ରାଇଭରକୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story