ବହି ଲେଖିବେ କହ୍ନେୟା କୁମାର

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଜାମିନ୍‌ରେ ଆସିଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ବହି ଲେଖିବେ। ସେ ତାଙ୍କ ବହିର ନାଁ ବି ବାଛି ସାରିଛନ୍ତି। ସେ ତାଙ୍କ ବହିର ନାଁ “ବିହାର ଟୁ ତିହାର” ରଖିଛନ୍ତି। ଏଥିରେ ସେ ବିହାରର ଏକ ଛୋଟ ଗାଁରୁ ତିହାର ଜେଲ୍ ପର୍ଯ୍ୟନ୍ତ ନିଜର ଜୀବନଯାତ୍ରା ସଂପର୍କରେ ଲେଖିବେ। ଉଭୟ ହିନ୍ଦୀ ଓ ଇଂରାଜୀରେ ପୁସ୍ତକଟି ପ୍ରକାଶ ପାଇବ। ଏଥିପାଇଁ ଜଣେ ପ୍ରକାଶକ ତାଙ୍କ ସହିତ […]

kanheya

kanheya

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:22 AM IST

Sports

Latest News

kanheyaନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଜାମିନ୍‌ରେ ଆସିଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ବହି ଲେଖିବେ। ସେ ତାଙ୍କ ବହିର ନାଁ ବି ବାଛି ସାରିଛନ୍ତି। ସେ ତାଙ୍କ ବହିର ନାଁ “ବିହାର ଟୁ ତିହାର” ରଖିଛନ୍ତି। ଏଥିରେ ସେ ବିହାରର ଏକ ଛୋଟ ଗାଁରୁ ତିହାର ଜେଲ୍ ପର୍ଯ୍ୟନ୍ତ ନିଜର ଜୀବନଯାତ୍ରା ସଂପର୍କରେ ଲେଖିବେ। ଉଭୟ ହିନ୍ଦୀ ଓ ଇଂରାଜୀରେ ପୁସ୍ତକଟି ପ୍ରକାଶ ପାଇବ। ଏଥିପାଇଁ ଜଣେ ପ୍ରକାଶକ ତାଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।

କହ୍ନେୟା କହିଛନ୍ତି,“ଆଗାମୀ ସେମିଷ୍ଟାର ପୂର୍ବରୁ ମୁଁ ବହି ଲେଖା କାମ ସାରି ଦେବି। ମୁଁ ମୋ ସଂଘର୍ଷମୟ ଜୀବନ ସହିତ ସମାଜର ଅନେକ ସ୍ଥିତି ସଂପର୍କରେ ମଧ୍ୟ ଲେଖିବି।”

ସୂଚନାଯୋଗ୍ୟ, ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁକୁ ଫାଶୀ ଦଣ୍ଡ ଦିଆଯିବା ଘଟଣାକୁ ବିରୋଧ କରି ଗତ ଫେବ୍ରୁଆରୀ ୯ ତାରିଖରେ ଜେଏନ୍‌ୟୁ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦେଶ ବିରୋଧୀ ନାରାବାଜୀ କରାଯାଇଥିଲା। ଏହି ଘଟଣାକୁ ନେଇ କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଜେଏନ୍‌ୟୁ କର୍ତ୍ତୃପକ୍ଷ ମଧ୍ୟ କହ୍ନେୟାଙ୍କ ସମେତ ଆଉ କିଛି ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story