କର୍ଣ୍ଣାଟକ ଡ୍ରାମା: କଂଗ୍ରେସର ଆଉଜଣେ ବିଧାୟକ ଗାଏବ, ପୂର୍ବରୁ ନିଖୋଜ ଥିଲେ ୨

ବେଙ୍ଗାଲୁରୁ: ଶପଥ ଗ୍ରହଣ ପରେ ବି ଶେଷ ହୋଇନି କର୍ଣ୍ଣାଟକରେ ବିଜେପି ପାଇଁ ସମସ୍ୟା। ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ ଦିନ ସମୟ ଦେଇଛନ୍ତି ହେଲେ ଆସନ୍ତାକାଲି ୟେଦ୍ୟୁରପ୍ପାଙ୍କ ପାଇଁ ଆଉ ଏକ ଅଗ୍ନିପରୀକ୍ଷା। ସୁପ୍ରିମକୋର୍ଟଙ୍କ ଆଗରେ ଦାଖଲ କରିବେ ସମର୍ଥନ ପତ୍ର। ଏଭଳି ସ୍ଥିତିରେ ୟେଦ୍ୟୁରପ୍ପାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ଆଉ ୮ ଜଣ ବିଧାୟକ ଯୋଗାଡ଼ କରିବ କିପରି। ମିଡ୍ ନାଇଟ୍ ଡ୍ରାମା ପରେ ସକାଳୁ ସୁପ୍ରିମକୋର୍ଟ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ପାଇଁ ପଥ […]

3-Venue-for-International-Delegations-770x433

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 05:58 PM IST

Sports

Latest News

ବେଙ୍ଗାଲୁରୁ: ଶପଥ ଗ୍ରହଣ ପରେ ବି ଶେଷ ହୋଇନି କର୍ଣ୍ଣାଟକରେ ବିଜେପି ପାଇଁ ସମସ୍ୟା। ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ ଦିନ ସମୟ ଦେଇଛନ୍ତି ହେଲେ ଆସନ୍ତାକାଲି ୟେଦ୍ୟୁରପ୍ପାଙ୍କ ପାଇଁ ଆଉ ଏକ ଅଗ୍ନିପରୀକ୍ଷା। ସୁପ୍ରିମକୋର୍ଟଙ୍କ ଆଗରେ ଦାଖଲ କରିବେ ସମର୍ଥନ ପତ୍ର। ଏଭଳି ସ୍ଥିତିରେ ୟେଦ୍ୟୁରପ୍ପାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ଆଉ ୮ ଜଣ ବିଧାୟକ ଯୋଗାଡ଼ କରିବ କିପରି।

ମିଡ୍ ନାଇଟ୍ ଡ୍ରାମା ପରେ ସକାଳୁ ସୁପ୍ରିମକୋର୍ଟ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ପାଇଁ ପଥ ପରିଷ୍କାର ତ କରିଦେଲେ, ହେଲେ ଆଉଏକ ଅଡୁଆ ମଧ୍ୟ ସୃଷ୍ଟି କରିଦେଲେ। ସରକାର ଗଠନ ଲାଗି ବିଜେପି ରାଜ୍ୟପାଳଙ୍କୁ ୧୫ ତାରିଖରେ ଯେଉଁ ଚିଠି ଦେଇଥିଲା, ସେହି ଚିଠିକୁ କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ୧୦.୩୦ରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣିରେ ବିଜେପିକୁ ଏହି ସମର୍ଥନ ପତ୍ର ଦାଖଲ କରିବାକୁ ପଡିବ। ତେବେ ଆବଶ୍ୟକ ୧୧୨ ବିଧାୟକଙ୍କ ସମର୍ଥନ ଯୋଗାଡ କରିବା ବିଜେପି ପାଇଁ  ବଡ ଚ୍ୟାଲେଞ୍ଜ ହେବ। ବର୍ତ୍ତମାନ ଦଳ ପାଖରେ ୧୦୪ ଜଣ ବିଧାୟକ ଥିବାବେଲେ ବଡ଼ ପ୍ରଶ୍ନ ହେଉଛି, ବିଜେପି ଆଉ ୮ ଜଣ ବିଧାୟକ ଆଣିବ କେଉଁଠୁ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ୟେଦୁରପାଙ୍କ ନିକଟରେ ଏକମାତ୍ର ବିକଳ୍ପ ରହିଛି, ଯଦି ସେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଧାରିତ ସମୟ ଭିତରେ ବିଧାନସଭା ଡକାଇ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଦେବେ। ଯଦି ବିଜେପି ଏହା କରିଦିଏ, ତାହେଲେ ସୁପ୍ରିମକୋର୍ଟରେ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିବାରୁ ରକ୍ଷା ପାଇପାରିବ। ତେବେ ସ୍ୱଳ୍ପ ସମୟ ଭିତରେ ଏଭଳି ସ୍ଥିତିର ସମ୍ଭାବନା କ୍ଷୀଣ। ଏଥିରେ ବି ବିଜେପି ସେତେବେଳେ ସଫଳ ହୋଇପାରିବ, ଯଦି କଂଗ୍ରେସ ଓ ଜେଡିଏସ୍ ଘୋଷିତ ମେଣ୍ଟର ପ୍ରାୟ ୧୮ରୁ ୨୦ ବିଧାୟକ ଅନୁପସ୍ଥିତ ରହିବେ ଏବଂ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ରହି ଦଳ ସପକ୍ଷରେ ଭୋଟ ଦେବେ। ସେପଟେ କଂଗ୍ରେସର ସମସ୍ତ ବିଧାୟକ ତାଙ୍କ ସହ ଅଛନ୍ତି ବୋଲି ଦଳ ଦାବି କରିଛି।

ଚ୍ୟାଲେଞ୍ଜ ଏତିକିରେ ବି ସରୁନାହିଁ ବଡ ଆହ୍ୱାନ ହେଉଛି ଫ୍ଲୋର ଟେଷ୍ଟ ପାଇଁ ବାଚସ୍ପତିଙ୍କ ନିଯୁକ୍ତି। କାରଣ ବିଧାନସଭାରେ ଅସ୍ଥାଭୋଟ ପରିଚାଳନାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ବାଚସ୍ପତିଙ୍କ ନିଯୁକ୍ତିକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ବିରୋଧୀଙ୍କ ସହମତି ଆଶା ମଧ୍ୟ କ୍ଷୀଣ ଦେଖାଯାଉଛି। ଏବେ ଅପେକ୍ଷା ଏସବୁ ଅଗ୍ନିପରୀକ୍ଷାର କିଭଳି ସାମନା କରୁଛନ୍ତି ୟେଦ୍ୟୁରପ୍ପା।

ଅନ୍ୟପଟେ କଂଗ୍ରେସର ଜଣକ ପରେ ଜଣେ ବିଧାୟକ ଏବେ ଗାଏବ ହେବାରେ ଲାଗିଛନ୍ତି। ପ୍ରଥମରୁ ଦୁଇଜଣ ବିଧାୟକ ଗାଏବ ଥିବା ବେଳେ ଆଜି ଆଉଜଣେ ବିଧାୟକ ଗାଏବ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏହି ବିଧାୟକଙ୍କ ନାଁ ରାଜଶେଖର ପାଟିଲ।। ସେ ବିଦାର ସିଟ୍‌ରୁ କଂଗ୍ରେସ ଟିକେଟ୍‌ରେ ଜିତିଥିଲେ। ଏପରି ସ୍ଥିତିରେ କଂଗ୍ରେସର ଏକାତା ଉପରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story