ଇସ୍ତଫା ଦେଲେ କର୍ଣ୍ଣାଟକା ବାଚସ୍ପତି ରମେଶ କୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ। ‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି’ ବୋଲି ବାଚସ୍ପତି ରମେଶ କୁମାର ଇସ୍ତଫା ଦେବା ବେଳେ କହିଥିଲେ। ଏହାପରେ ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବାଚସ୍ପତି। ସେ କହିଛନ୍ତି ଦୀର୍ଘ […]

RAMESH KUMAR

RAMESH KUMAR

Subhransu Sekhar
  • Published: Monday, 29 July 2019
  • Updated: 29 July 2019, 02:39 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ।

‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି’ ବୋଲି ବାଚସ୍ପତି ରମେଶ କୁମାର ଇସ୍ତଫା ଦେବା ବେଳେ କହିଥିଲେ। ଏହାପରେ ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବାଚସ୍ପତି।

ସେ କହିଛନ୍ତି ଦୀର୍ଘ ୧୪ ମାସ କାର୍ଯ୍ୟକାଳ ସମୟରେ ସେ ଏହି ପଦବୀର ମର୍ଯ୍ୟାଦା ଅତୁଟ ରଖିବା ପାଇଁ କାମ କରିଛନ୍ତି। ସମସ୍ତ ନିଷ୍ପତ୍ତି ସେ ସମ୍ବିଧାନର ନିୟମ ଅନୁଯାୟୀ ନେଇଛନ୍ତି ବୋଲି ସେ କହିଛନ୍ତି। ଗତକାଲି ରମେଶ କୁମାର ଜେଡିଏସ ଓ କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story