ୟେଦ୍ୟୁରପ୍ପାଙ୍କୁ କର୍ଣ୍ଣାଟକ ରାଜ୍ୟପାଳଙ୍କ ଚିଠି: ମୁଖ୍ୟମନ୍ତ୍ରୀ ଭାବେ କେବେ ଶପଥ ନେବେ ଜଣାନ୍ତୁ , ପଢନ୍ତୁ ଚିଠିରେ କ’ଣ ଲେଖାଯାଇଛି

ବେଙ୍ଗାଲୋର: ସବୁ କଳ୍ପନାର ଅନ୍ତ ଘଟିଛି। କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ବିଏସ ୟେଦ୍ୟୁରପ୍ପାକୁ ନିମନ୍ତ୍ରଣ କରିଛନ୍ତି। ଏନେଇ ରାଜ୍ୟପାଳ ଆଜି ରାତିରେ ୟେଦ୍ୟୁରପ୍ପାଙ୍କୁ ଚିଠି ଲେଖିଛନ୍ତି।  ଏଏନ୍‌ଆଇ ପକ୍ଷରୁ ଏହି ଚିଠି ସମ୍ପର୍କରେ ଟ୍ୱିଟ୍‌ କରାଯାଇଛି। ରାଜ୍ୟପାଳ ଲେଖିଛନ୍ତି ଯେ, ପ୍ରିୟ ଶ୍ରୀ ୟେଦ୍ୟୁରପ୍ପା,  ମୁଁ ଆପଣଙ୍କ ଚିଠି ୧୬ ମେ’ ୨୦୧୮ରେ ପାଇଥିଲି।  ସେଥିରେ ଉଲ୍ଲେଖ ଅଛି ଯେ, ଆପଣ କର୍ଣ୍ଣାଟକ ବିଧାୟକ ବିଜେପି ନେତା […]

karnatak bjp drama

karnatak bjp drama

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 10:40 PM IST

Sports

Latest News

ବେଙ୍ଗାଲୋର: ସବୁ କଳ୍ପନାର ଅନ୍ତ ଘଟିଛି। କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ବିଏସ ୟେଦ୍ୟୁରପ୍ପାକୁ ନିମନ୍ତ୍ରଣ କରିଛନ୍ତି। ଏନେଇ ରାଜ୍ୟପାଳ ଆଜି ରାତିରେ ୟେଦ୍ୟୁରପ୍ପାଙ୍କୁ ଚିଠି ଲେଖିଛନ୍ତି।  ଏଏନ୍‌ଆଇ ପକ୍ଷରୁ ଏହି ଚିଠି ସମ୍ପର୍କରେ ଟ୍ୱିଟ୍‌ କରାଯାଇଛି।

ରାଜ୍ୟପାଳ ଲେଖିଛନ୍ତି ଯେ, ପ୍ରିୟ ଶ୍ରୀ ୟେଦ୍ୟୁରପ୍ପା,  ମୁଁ ଆପଣଙ୍କ ଚିଠି ୧୬ ମେ’ ୨୦୧୮ରେ ପାଇଥିଲି।  ସେଥିରେ ଉଲ୍ଲେଖ ଅଛି ଯେ, ଆପଣ କର୍ଣ୍ଣାଟକ ବିଧାୟକ ବିଜେପି ନେତା ଭାବେ ନିର୍ବାଚିତ ହୋଇଛନ୍ତି।  ସେହିପରି ୧୫ ମେ’ ୨୦୧୮ରେ ଆପଣଙ୍କର ଆଉ ଏକ ଚିଠି ପାଇଥିଲି । ସେଥିରେ ଆପଣ ସରକାର ଗଠନ ଲାଗି ଦାବି  କରିଛନ୍ତି।  ତେଣୁ ମୁଁ ଆପଣଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରାଭାବେ ଶପଥ ନେବା ଲାଗି ନିମନ୍ତ୍ରଣ କରୁଛି। ତେବେ ଶପଥ ଗ୍ରହଣ ଉତ୍ସବର ସମୟ ଏବଂ ସ୍ଥାନ ସମ୍ପର୍କରେ ଜଣାଇବାକୁ ଅନୁରୋଧ। ଏଥିସହ ବିଧାନ ସଭାରେ ଆସ୍ଥା ଭୋଟର ସମ୍ମୁଖୀନ ପାଇଁ ନିର୍ଦ୍ଦେଶ ଦେଉଛି। ସେହିପରି ଶପଥ ଗ୍ରହଣର ୧୫ ଦିନ ଭିତରେ ଏସବୁ ପ୍ରକ୍ରିୟା ସାରିବାକୁ ଅନୁରୋଧ କରୁଛି।

ସୂଚନା ଯୋଗ୍ୟ ଯେ, ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ ହୋଇଥିଲା । ଏଥିରୁ ବିଜେପି ୧୦୪ଟି ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସକୁ ୭୮ ଏବଂ ଜେଡିଏସ୍‌କୁ ୩୮ଟି ଆସନ ମିଳିଛି। ଅନ୍ୟମାନେ ୨ଟି ଆସନ ଅକ୍ତିଆର କରିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  ହେଲେ  ବିଜେପି ୮ଟି ଆସନ ପଛରେ ରହିଛି । ସେପଟେ ସରକାର ଗଠନ ପାଇଁ ଜେଡିଏସ୍‌ ସହ କଂଗ୍ରେସ ହାତ ମିଳାଇଥିଲା  । କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକ ସଂଖ୍ୟା ଏବେ ୧୧୬ରେ ପହଞ୍ଚିଛି ଏବଂ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍‌ ନମ୍ବରକୁ ଏହା ଅତିକ୍ରମ କରିଛି । କିନ୍ତୁ ବିଜେପି ସଂଖ୍ୟା ଖେଳରେ ଆଗରେ ଥିବାରୁ ରାଜ୍ୟପାଳ ବିଜେପିକୁ ବହୁମତ ସାବ୍ୟସ୍ତ ଲାଗି ନିମନ୍ତ୍ରଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ କଂଗ୍ରେସ ରାଜ୍ୟପାଳ ଭୂମିକାକୁ ନେଇ ସମାଲୋଚନା କରିଛନ୍ତି। ରାଜ୍ୟପାଳ ସମ୍ବିଧାନ ପଦବୀର ଦୁରୁପଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା କପିଲ ଶିବଲ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story