ରେଷ୍ଟୁରାଣ୍ଟ ଓ ପବ୍ସରେ ମଦ ବିକ୍ରି ପାଇଁ ଅନୁମତି ଦେଲା ଏହି ରାଜ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦିନକୁ ଦିନ ମଦର ଚାହିଦା ବଢ଼ିବାରେ ଲାଗିଛି। ପ୍ରତିଦିନ ଏଠାରେ ୧୫୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହେଉଛି। ମଦ ଦୋକାନାରେ କେବଳ ଏଗୁଡ଼ିକୁ ବିକ୍ରି ହେଉଥିବାରୁ ପ୍ରବଳ ଭିଡ଼ ହେଉଛି। ଏବେ ରାଜ୍ୟ ସରକାର ଭିଡ଼କୁ କମାଇବା ପାଇଁ ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ରେଷ୍ଟୁରାଣ୍ଟ, ବାର ଓ ପବ୍ସରେ ମଦ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି। ତେବେ ଏହାର ମାଲିକମାନେ ରିଟେଲ ଦରରେ ହିଁ ମଦ ବିକ୍ରି କରିବେ। ସେହିପରି […]

u

u

Hemant Lenka
  • Published: Saturday, 09 May 2020
  • Updated: 09 May 2020, 12:07 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦିନକୁ ଦିନ ମଦର ଚାହିଦା ବଢ଼ିବାରେ ଲାଗିଛି। ପ୍ରତିଦିନ ଏଠାରେ ୧୫୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହେଉଛି। ମଦ ଦୋକାନାରେ କେବଳ ଏଗୁଡ଼ିକୁ ବିକ୍ରି ହେଉଥିବାରୁ ପ୍ରବଳ ଭିଡ଼ ହେଉଛି। ଏବେ ରାଜ୍ୟ ସରକାର ଭିଡ଼କୁ କମାଇବା ପାଇଁ ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ରେଷ୍ଟୁରାଣ୍ଟ, ବାର ଓ ପବ୍ସରେ ମଦ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି।

ତେବେ ଏହାର ମାଲିକମାନେ ରିଟେଲ ଦରରେ ହିଁ ମଦ ବିକ୍ରି କରିବେ। ସେହିପରି ରେଷ୍ଟୁରାଣ୍ଟ, ପବ୍ସ ଓ ବାର ଖୋଲି ଥିଲେ ହେଁ ଲୋକମାନେ ଏଠାରେ ମଦ ପିଇ ପାରିବେ ନାହିଁ। ମେ’ ୧୭ ଯାଏ ଏହି ସଂସ୍ଥାଗୁଡ଼ିକ ମଦ ବିକ୍ରି କରିପାରିବେ ବୋଲି ସରକାର କହିଛନ୍ତି।

ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ମେ’ ୪ ତାରିଖରୁ କାର୍ଯ୍ୟକାରୀ ହେଉଛି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବା ସହ ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲିଛି। ସୋମବାର ଦିନ କର୍ଣ୍ଣାଟକାରେ ୪୫ କୋଟିର ମଦ ବେପାର ହୋଇଥିଲା। ଏହାପରେ ପ୍ରତିଦିନ ୧୫୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହେବାରେ ଲାଗିଛି।

ଲୋକମାନେ ଲମ୍ବା ଲମ୍ବା ଲାଇନ କରି ମଦ କିଣିବାରେ ଲାଗିଛନ୍ତି। କର୍ଣ୍ଣାଟକା ସକରାର ରିଟେଲ ଦରରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ମଦ ଦର ଉପରେ କରୋନା ଟିକସ ଲାଗୁ କରିଛନ୍ତି। ଆନ୍ଧ୍ରରେ ମଦ ଉପରେ ୨୫%, ପଶ୍ଚିମବଙ୍ଗରେ ୩୦% ଓ ଦିଲ୍ଲୀରେ ୭୦% ଟିକସ ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story