କାଶ୍ମୀର: ଗୁଳିବିନିମୟରେ ଜଣେ ଯବାନ ସହିଦ, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରରୁ ଭାରତ ମଧ୍ୟକୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବିନିମୟ ଘଟି ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଚାରି ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଏ ପର୍ଯ୍ୟନ୍ତ ଜାରି ରହିଛି। ଗତକାଲି ରାତିରେ ଆତଙ୍କବାଦୀମାନେ କୁପୱାଡା ଜିଲ୍ଲାର […]

srinagar

srinagar

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 11:58 AM IST

Sports

Latest News

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରରୁ ଭାରତ ମଧ୍ୟକୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବିନିମୟ ଘଟି ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଚାରି ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଏ ପର୍ଯ୍ୟନ୍ତ ଜାରି ରହିଛି।

ଗତକାଲି ରାତିରେ ଆତଙ୍କବାଦୀମାନେ କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ନିୟନ୍ତ୍ରଣ ରେଖା ଡେଇଁ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ଭାରତୀୟ ଯବାନମାନଙ୍କ ନଜରରେ ପଡ଼ିଯାଇଥିଲେ ଓ ଏହା ପରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story