କାଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ: ପାକ୍‌ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ବୈଦେଶିକ ସଚିବ ସ୍ତରୀୟ ବୈଠକରେ ପାକିସ୍ତାନ ପୁଣି ଭାରତ ସମ୍ମୁଖରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ବୈଦେଶିକ ସଚିବ ଏଜାଜ ଅହମଦ୍ ଚୌଧୁରୀ ବୈଠକରେ କହିଛନ୍ତି, “କାଶ୍ମୀର ହିଁ ଦୁଇ ଦେଶ ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ରହିବ। ଏହାର ସମାଧାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଓ କାଶ୍ମୀରବାସୀଙ୍କ ଇଚ୍ଛାକୁ ଆଧାର କରି ହେବା ଦରକାର।” ସାଉଥ୍ ବ୍ଲକ୍‌ରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ବୈଦେଶିକ ସଚିବ ଏସ୍ ଜୟଶଙ୍କର, ତାଙ୍କ ପ୍ରତିପକ୍ଷ […]

indo-pak-

indo-pak-

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 05:00 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ବୈଦେଶିକ ସଚିବ ସ୍ତରୀୟ ବୈଠକରେ ପାକିସ୍ତାନ ପୁଣି ଭାରତ ସମ୍ମୁଖରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ବୈଦେଶିକ ସଚିବ ଏଜାଜ ଅହମଦ୍ ଚୌଧୁରୀ ବୈଠକରେ କହିଛନ୍ତି, “କାଶ୍ମୀର ହିଁ ଦୁଇ ଦେଶ ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ରହିବ। ଏହାର ସମାଧାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଓ କାଶ୍ମୀରବାସୀଙ୍କ ଇଚ୍ଛାକୁ ଆଧାର କରି ହେବା ଦରକାର।”

ସାଉଥ୍ ବ୍ଲକ୍‌ରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ବୈଦେଶିକ ସଚିବ ଏସ୍ ଜୟଶଙ୍କର, ତାଙ୍କ ପ୍ରତିପକ୍ଷ ପାକିସ୍ତାନ ସଚିବ ଏଜାଜ ଅହମଦ ଚୌଧୁରୀ ଓ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର  ଅବଦୁଲ ବାସିତ ପ୍ରମୁଖ ଉପସ୍ଥିତ ଥିଲେ।

ପଠାନକୋଟ୍ ଏୟାରବେସ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା  ପ୍ରଥମ ବୈଦେଶିକ ସଚିବ ସ୍ତରୀୟ ବୈଠକ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story