କାଶ୍ମୀର ପ୍ରସଙ୍ଗ: ସର୍ବଦଳୀୟ ବୈଠକରେ ସୈନ୍ୟ କମାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: କାଶ୍ମୀର ଅଶାନ୍ତିକୁ ନେଇ ଆଜି ଦିଲ୍ଲୀରେ ବସିଥିବା ସର୍ବଦଳୀୟ ବୈଠକରେ କୌଣସି ସିଦ୍ଧାନ୍ତ ବାହାରି ପାରିନାହିଁ। ବୈଠକରେ ଗୃହମନ୍ତ୍ରୀ ସର୍ବଦଳୀୟ ଟିମ୍‌ର ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଉପସ୍ଥାପନ କରିଥିଲେ। କାଶ୍ମୀର ସମସ୍ୟାକୁ ନେଇ ବିଭିନ୍ନ ଦଳର ମତକୁ ଗୃହମନ୍ତ୍ରୀ ଉପସ୍ଥାପନ କରିଥିଲେ। ଏଥିରେ ସାଧାରଣ ସ୍ଥାନରେ ସଶସ୍ତ୍ର ବଳ ବିଶେଷ ଅଧିନିୟମର ସମୀକ୍ଷା କରାଯିବା କଥା ଉଠିଥିଲା। ଏହାସହ କିଛି ଦଳ କାଶ୍ମୀରରେ ଅର୍ଦ୍ଧସାମରିକ ବାହିନୀ ଓ ସୈନିକଙ୍କ ସଂଖ୍ୟା କମାଇବାକୁ ପ୍ରସ୍ତାବ ଦେଇଥିଲେ। ଜମ୍ମୁ-କାଶ୍ମୀର […]

all-party-meet

all-party-meet

Rakesh Mallick
  • Published: Wednesday, 07 September 2016
  • Updated: 07 September 2016, 10:05 PM IST

Sports

Latest News

ନୂଆଦିଲ୍ଲୀ: କାଶ୍ମୀର ଅଶାନ୍ତିକୁ ନେଇ ଆଜି ଦିଲ୍ଲୀରେ ବସିଥିବା ସର୍ବଦଳୀୟ ବୈଠକରେ କୌଣସି ସିଦ୍ଧାନ୍ତ ବାହାରି ପାରିନାହିଁ। ବୈଠକରେ ଗୃହମନ୍ତ୍ରୀ ସର୍ବଦଳୀୟ ଟିମ୍‌ର ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଉପସ୍ଥାପନ କରିଥିଲେ।

କାଶ୍ମୀର ସମସ୍ୟାକୁ ନେଇ ବିଭିନ୍ନ ଦଳର ମତକୁ ଗୃହମନ୍ତ୍ରୀ ଉପସ୍ଥାପନ କରିଥିଲେ। ଏଥିରେ ସାଧାରଣ ସ୍ଥାନରେ ସଶସ୍ତ୍ର ବଳ ବିଶେଷ ଅଧିନିୟମର ସମୀକ୍ଷା କରାଯିବା କଥା ଉଠିଥିଲା। ଏହାସହ କିଛି ଦଳ କାଶ୍ମୀରରେ ଅର୍ଦ୍ଧସାମରିକ ବାହିନୀ ଓ ସୈନିକଙ୍କ ସଂଖ୍ୟା କମାଇବାକୁ ପ୍ରସ୍ତାବ ଦେଇଥିଲେ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କାଶ୍ମୀର ହିଂସା ରୋକିବାରେ ବିଫଳ ହୋଇଥିବା କିଛି ଦଳ ଅଭିଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, “ସୁରକ୍ଷାକୁ ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ସବୁ ଦଳ ମତ ପ୍ରକାଶ କରିଛନ୍ତି। ହିଂସା ବାଟରେ ନ ଯିବାକୁ ସବୁ ଦଳର ନେତାଙ୍କୁ ଅପିଲ କରାଯାଇଛି। କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆମେ ସବୁ ପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ।

ସର୍ବଦଳୀୟ ବୈଠକ ପୂର୍ବରୁ ଘାଟିର ସ୍ଥିତିକୁ ନେଇ ରାଜନାଥ ସିଂହ ସ୍ଥଳସେନା ମୁଖ୍ୟ ଦଲବୀର ସିଂହଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story