ଭାରତୀୟ ନୌସେନାରେ ସାମିଲ୍ ହେଲା ଖାଣ୍ଡେରି

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୌସେନାରେ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରିକୁ ସାମିଲ୍ କରିଛନ୍ତି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଯାହାକି ନୌସେନାର ଶକ୍ତିକୁ ବୃଦ୍ଧି କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ବୁଡ଼ାଜାହାଜ ପ୍ରସ୍ତୁତ କରିବା ଦେଶ ଅନେକ ରହିଛନ୍ତି। ହେଲେ ଏପରି ବୁଡ଼ାଜାହାଜ ଭାରତ ପ୍ରସ୍ତୁତ କରି […]

khanderi

khanderi

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 01:22 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୌସେନାରେ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରିକୁ ସାମିଲ୍ କରିଛନ୍ତି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଯାହାକି ନୌସେନାର ଶକ୍ତିକୁ ବୃଦ୍ଧି କରିଛି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ବୁଡ଼ାଜାହାଜ ପ୍ରସ୍ତୁତ କରିବା ଦେଶ ଅନେକ ରହିଛନ୍ତି। ହେଲେ ଏପରି ବୁଡ଼ାଜାହାଜ ଭାରତ ପ୍ରସ୍ତୁତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଛି। ମୁମ୍ବାଇ ଉପକୂଳରେ ଯଦି କେହି ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରିବ ତାହେଲେ ଭାରତୀୟ ସେନା କଡ଼ା ଜବାବ ଦେବ ବୋଲି ସେ କହିଛନ୍ତି। ପୂର୍ବରୁ ଏହି ବୁଡ଼ାଜାହାଜରେ ଇଞ୍ଜିନରୁ ଶବ୍ଦ ବାହାରୁଥିଲା। ତେଣୁ ଭାରତୀୟ ନୌସେନାରେ ଏହାକୁ ସାମିଲ୍ କରାଯାଇନଥିଲା।

ଖାଣ୍ଡେରି ଦେଶର ଅତ୍ୟାଧୁନିକ ଓ ସର୍ବୋତ୍କୃଷ୍ଟ ବୁଡ଼ାଜାହାଜ। ଫ୍ରାନ୍ସ ଜ୍ଞାନକୌଶଳରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍। ୬୭.୫ ମିଟର ଲମ୍ବର ଏହି ବୁଡ଼ା ଜାହାଜରେ ୪ଟି ଡିଜେଲ୍ ଇଂଜିନ ଓ ୩୬୦ଟି ବ୍ୟାଟେରୀ ଖଞ୍ଜା ଯାଇଛି। ଏହା ୩୫୦ ମିଟର ଗଭୀରରେ ୫୦ ଦିନ ଯାଏ ରହିପାରିବ।

ପାଣି ଭିତରେ ଘଣ୍ଟାପ୍ରତି ୩୭ କିଲୋମିଟର ବେଗରେ ଗତି କରିପାରିବ। ନିଜର କ୍ଷତି ହେବାକୁ ନ ଦେଇ ଶତ୍ରୁ ପକ୍ଷର କ୍ଷତି ପହଞ୍ଚାଇ ପାରି‍ବାର କ୍ଷମତା ଥିବାରୁ ଏହାକୁ ସାଇଲେଣ୍ଟ କିଲର ବୋଲି ଅଭିହିତ କରାଯାଇଛି। ଏହା ଭିତରେ ଲାଗିଥିବା ମ୍ୟାଗ୍ନେଟାଇଜଡ ପ୍ରପଲସନ ମୋଟର ଫଳରେ ଜାହାଜର ଶବ୍ଦ ବାହାରକୁ ଆସିବ ନାହିଁ। ଅର୍ଥାତ ଏହା ଗତି କରୁଥିବାର କୌଣସି ଶବ୍ଦ ବାହାରକୁ ଯିବ ନାହିଁ। ଫଳରେ ଶତ୍ରୁ ପକ୍ଷ ଏହାର ଟେର ପାଇବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story