କିମ୍‌ଙ୍କ ସ୍ତ୍ରୀ ଗାଏବ୍‌

ନୂଆଦିଲ୍ଲୀ: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ‌-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି। ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା। ବାସ୍‌ ସେହିଦିନ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି। ସେ କେଉଁ ଆଡେ ଗାଏବ୍‌ ହୋଇଯାଇଛନ୍ତି। ଶୁଣିବାକୁ ମିଳୁଛି ଯେ, ରି-ସୋଲ-ଜୁଙ୍କ ଗାଏବ ହେବା ପଛରେ କିମ୍‌ଙ୍କ ହାତ ରହିଛି। ସେପଟେ […]

kim un-jang

kim un-jang

Madhupriya Mistry
  • Published: Monday, 01 February 2021
  • Updated: 01 February 2021, 02:58 PM IST

Sports

Latest News

ନୂଆଦିଲ୍ଲୀ: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ‌-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି। ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା। ବାସ୍‌ ସେହିଦିନ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି। ସେ କେଉଁ ଆଡେ ଗାଏବ୍‌ ହୋଇଯାଇଛନ୍ତି।

ଶୁଣିବାକୁ ମିଳୁଛି ଯେ, ରି-ସୋଲ-ଜୁଙ୍କ ଗାଏବ ହେବା ପଛରେ କିମ୍‌ଙ୍କ ହାତ ରହିଛି। ସେପଟେ ତାଙ୍କୁ କରୋନା ହୋଇଥାଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ପଶ୍ଚିମ ମିଡିଆ ରିପୋର୍ଟ ମୁତାବକ,  କିମ‌-ଜଙ୍ଗ-ଉନଙ୍କ ସ୍ତ୍ରୀ ରି-ସୋଲ-ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦୀର୍ଘ ଦିନ ହେବ ଅସୁସ୍ଥ ଅଛି। କରୋନା ସଂକ୍ରମଣ ଭୟରେ ସେ ସାର୍ବଜନିକ ରୂପେ ବାହାରକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ପ୍ୟୋଙ୍ଗୟାଙ୍ଗରେ ବଡ ଧରଣର ସେନା ପରେଡର ଆୟୋଜନ ହୋଇଥିଲା। ପ୍ରତି ବର୍ଷ ରି-ସୋଲ-ଜୁ ସ୍ୱାମୀ କିମ୍‌ଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। କିନ୍ତୁ ଗତବର୍ଷ ଏହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଶୁଣିବାକୁ ମିଳିଥିଲା। ଏଥିସହ କିମ୍‌ ତାଙ୍କୁ ହତ୍ୟା କରିଥବା କିମ୍ବା ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଗତ କିଛି ଦିନ ପୂର୍ବେ କିମ୍‌କୁ ନେଇ ମଧ୍ୟ ଏଭଳି କିଛି ସନ୍ଦେହ କରାଯାଉଥିଲା। ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story