ସ୍ୱଦେଶକୁ ଫେରିଲା କ୍ରିପାଲ ସିଂହଙ୍କ ଶବ, କିଛି ଅଙ୍ଗ ନ ଥିବା ଅଭିଯୋଗ

ନୂଆଦିଲ୍ଲୀ: ଗତସପ୍ତାହରେ ଲାହୋରର କୋଟ୍ ଲାଖପାତ୍ ଜେଲ୍‌ରେ ପ୍ରାଣ ହରାଇଥିବା ଭାରତୀୟ କଏଦୀ କ୍ରିପାଲ ସିଂହଙ୍କର ମୃତ ଦେହ ଆଜି ସ୍ୱଦେଶକୁ ଆସିଛି। କ୍ରିପାଲଙ୍କ ମୃତଶରୀରରେ କିଛି ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ନାହିଁ ବୋଲି ସୂଚନା ଦେଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଭାରତୀୟ ଡାକ୍ତର। ଭାରତୀୟ ଡାକ୍ତରୀ ଦଳର ମୁଖ୍ୟତ ଡାଃ ଅଶୋକ କହିଛନ୍ତି,“ କ୍ରିପାଲଙ୍କ ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନାହିଁ। ପାକିସ୍ତାନୀ ଡାକ୍ତରମାନେ ହୁଏତ ଶବ ବ୍ୟବଚ୍ଛେଦ କଲା ବେଳେ ଏ ସବୁ ଅଙ୍ଗକୁ ନମୂନା […]

kirpal-ani

kirpal-ani

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 05:34 PM IST

Sports

Latest News

ନୂଆଦିଲ୍ଲୀ: ଗତସପ୍ତାହରେ ଲାହୋରର କୋଟ୍ ଲାଖପାତ୍ ଜେଲ୍‌ରେ ପ୍ରାଣ ହରାଇଥିବା ଭାରତୀୟ କଏଦୀ କ୍ରିପାଲ ସିଂହଙ୍କର ମୃତ ଦେହ ଆଜି ସ୍ୱଦେଶକୁ ଆସିଛି। କ୍ରିପାଲଙ୍କ ମୃତଶରୀରରେ କିଛି ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ନାହିଁ ବୋଲି ସୂଚନା ଦେଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଭାରତୀୟ ଡାକ୍ତର।

ଭାରତୀୟ ଡାକ୍ତରୀ ଦଳର ମୁଖ୍ୟତ ଡାଃ ଅଶୋକ କହିଛନ୍ତି,“ କ୍ରିପାଲଙ୍କ ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନାହିଁ। ପାକିସ୍ତାନୀ ଡାକ୍ତରମାନେ ହୁଏତ ଶବ ବ୍ୟବଚ୍ଛେଦ କଲା ବେଳେ ଏ ସବୁ ଅଙ୍ଗକୁ ନମୂନା ରୂପେ କାଢି ରଖିଛନ୍ତି। ପାକିସ୍ତାନୀ ଡାକ୍ତରମାନେ ମଧ୍ୟ ଶବ ବ୍ୟବଚ୍ଛେଦରେ କହିଥିଲେ ଯେ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ।”

ଏବେ ସୁଦ୍ଧା କ୍ରିପାଲଙ୍କ ମୃତ୍ୟୁ କିପରି ଘଟିଛି ତାହା ଅସ୍ପଷ୍ଟ ରହିଛି। କେମିକାଲ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ।

ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତରଙ୍କ ମୁଖ୍ୟ ଡ. ଅଶୋକ କହିଛନ୍ତି,“ ପାକିସ୍ତାନ ଡାକ୍ତର ମାନେ କହିଛନ୍ତି କ୍ରିପାଲଙ୍କ ଶରୀର କୌଣସି ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥାନରେ କ୍ଷତ ଚିହ୍ନ ନାହିଁ। କିନ୍ତୁ ତାଙ୍କ ଶରୀରର ଅଭ୍ୟନ୍ତରୀଣ ଅଙ୍ଗ ନାହିଁ। ସେମାନେ ବୋଧ ହୁଏ ଏହି ଅଙ୍ଗକୁ ବାହାର କରି ନେଇଛନ୍ତି।”

ଆଜି ୱାଘା ସୀମାରେ କ୍ରିପାଲ ସିଂହଙ୍କ ମର ଶରୀର ପହଞ୍ଚିଥିଲା। ଏହାକୁ ପରିବାର ବର୍ଗ ଗ୍ରହଣ କରିଥିଲେ ମଧ୍ୟ ଜେଲ୍‌ରେ କ୍ରିପାଲ ସିଂହଙ୍କୁ ଅମାନବିକ ଅତ୍ୟାଚାର କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ସମ୍ପର୍କୀୟ କହିଛନ୍ତି,“ତାଙ୍କ ମୁହଁ ଓ ଶରୀରରେ କ୍ଷତ ଚିହ୍ନ ରହିଛି। ତାଙ୍କ ଆଖିକଡରୁ ରକ୍ତର ଧାର ବହି ଶୁଖିଯାଇଛି। ଆମେ ତାଙ୍କର ଶବ ବ୍ୟବଚ୍ଛେଦ ଆଉଥରେ କରିବାକୁ ଦାବି କରୁଛୁ। ତେବେ ଯାଇ ସତ୍ୟ ପଦାକୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story