କେମିତି ହୋଇଛି ୟେସ୍ ବ୍ୟାଙ୍କରେ ଅର୍ଥ ହେରଫେର? କୋର୍ଟକୁ ଜଣାଇଲେ ଇଡି

ମୁମ୍ୱାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ମାର୍ଚ୍ଚ ୧୧ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ରହିବେ। ରବିବାର ହଲିଡେ କୋର୍ଟରେ ଇଡି ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏହି ସମୟରେ ୟେସ୍ ବ୍ୟାଙ୍କର ଅର୍ଥ ହେରଫେରର ସମସ୍ତ ପୋଲ୍ କୋର୍ଟକୁ ଜଣାଇଛି ଇଡି। ରାଣା କପୁର କିଭଳି ୨୦୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ପାଇଛନ୍ତି ସେ ବାବଦରେ ମଧ୍ୟ ପୋଲ୍ ଖୋଲିଛି ଇଡି। ଆଉ ଏହି […]

yes-bank-rana-kapoor

yes-bank-rana-kapoor

Subhransu Sekhar
  • Published: Monday, 09 March 2020
  • Updated: 09 March 2020, 01:45 PM IST

Sports

Latest News

ମୁମ୍ୱାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ମାର୍ଚ୍ଚ ୧୧ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ରହିବେ। ରବିବାର ହଲିଡେ କୋର୍ଟରେ ଇଡି ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏହି ସମୟରେ ୟେସ୍ ବ୍ୟାଙ୍କର ଅର୍ଥ ହେରଫେରର ସମସ୍ତ ପୋଲ୍ କୋର୍ଟକୁ ଜଣାଇଛି ଇଡି। ରାଣା କପୁର କିଭଳି ୨୦୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ପାଇଛନ୍ତି ସେ ବାବଦରେ ମଧ୍ୟ ପୋଲ୍ ଖୋଲିଛି ଇଡି। ଆଉ ଏହି ଲାଞ୍ଚ ରାଣାଙ୍କ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ୱାରା ମିଳିଛି। ଯାହାକି ରାଣା କପୁରଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ୟେସ୍ ବ୍ୟାଙ୍କ କିଭଳି ଋଣ ଦେଉଥିଲା କେଉଁ ଆଧାରରେ ଋଣ ଦେଉଥିଲା ତାହା ଏବେ ପ୍ରଶ୍ନ ଘେରରେ। ରାଣାଙ୍କୁ ଏହି ଲାଞ୍ଚ ମିଳିବା ପଛରେ ମୁଖ୍ୟ ନାୟକ ସାଜିଥିଲା ୟେସ୍ ବ୍ୟାଙ୍କ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ।

ଦିଓ୍ୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ (ଡିଏଚ୍ଏଫ୍ଏଲ୍) ୭୯ଟି କମ୍ପାନୀକୁ ଋଣ ଦେଇଥିଲା। ଯେଉଁଥିରେ ରାଣାଙ୍କ ପରିବାର ମାଲିକାନାରେ ଥିବା ଡିଓଆଇଟି ଅର୍ବାନ ଭେଞ୍ଚର୍ସ ରହିଛି। ଏହି କମ୍ପାନୀ ଡିଏଚଏଫଏଲ ପାଖରୁ ୬୦୦ କୋଟି ଟଙ୍କା ଋଣ ପାଇଛି। ହେଲେ ଡିଏଚଏଫଏଲ ୟେସ୍ ବ୍ୟାଙ୍କ ପାଖରୁ ୪,୪୫୦ କୋଟି ଟଙ୍କା ଋଣ ନେଇଛି। ତେବେ ଡିଏଚଏଫଏଲ ଆର୍ଥିକ ସ୍ଥିତି ଖରାପ ଦେଖାଇ ୟେସ୍ ବ୍ୟାଙ୍କକୁ ଋଣ ଦେଇନଥିଲା। ହେଲେ ୟେସ୍ ବ୍ୟାଙ୍କ ମଧ୍ୟ ଡିଏଚଏଫଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ସୂଚନାଯୋଗ୍ୟ, ଡିଓଆଇଟି ଅର୍ବାନ ଭେଞ୍ଚର୍ସର ନିର୍ଦ୍ଦେଶକ ରହିଛନ୍ତି ରାଣା କପୁରଙ୍କ ଝିଅ। ଏହି ଋଣ ଦେବା ନେବା ପ୍ରକ୍ରିୟା ରାଣା କପୁରଙ୍କ ସଚିବ ଲତା ଡାଭେ ଓ ଡିଏଚଏଫଏଲ ଜରିଆରେ ହୋଇଥିଲା ବୋଲି ଇଡି କୋର୍ଟଙ୍କୁ ଅବଗତ କରାଇଛି।

ରାଣା କପୁର ୟେସ୍ ବ୍ୟାଙ୍କର ବୋର୍ଡ ମେମ୍ୱର ଥିବା ବେଳେ ତାଙ୍କ ପଦବୀର ଅପବ୍ୟବହାର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କରିଛନ୍ତି। ତାଙ୍କ ପରିବାର ଦ୍ୱାରା ନିୟନ୍ତ୍ରିତ କମ୍ପାନୀଗୁଡିକ ପାଇଁ ୨,୦୦୦ କୋଟିରୁ ଅଧିକ ଲାଞ୍ଚ ନେଇଥିଲେ। ସିବିଆଇ ଏ ନେଇ ପ୍ରଥମେ ମାମଲା ରୁଜୁ କରିଥିଲା। ଏହାପରେ ଇଡି ଏବଂ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ରାଣା କପୁରଙ୍କ ପାରିବାରିକ ମାଲିକାନାରେ ଥିବା କମ୍ପାନୀ ୬୦୦ କୋଟି ଟଙ୍କା ଋଣ ପାଇବା ପରେ ଏପ୍ରିଲ ୨୦୧୮ ରୁ ଜୁନ୍ ୨୦୧୮ ମଧ୍ୟରେ ୟେସ୍ ବ୍ୟାଙ୍କ ଡିଏଚଏଫଏଲକୁ ୩,୭୦୦ କୋଟି ଟଙ୍କା ଋଣ ଦେଇଥିଲା। ଏହାପରେ, ୟେସ୍ ବ୍ୟାଙ୍କ ଡିଏଚଏଫଏଲ ଗ୍ରୁପ୍ ର ଅନ୍ୟ ଏକ କମ୍ପାନୀକୁ ୭୫୦ କୋଟି ଟଙ୍କା ଋଣ ଦେଇଥିଲା ବୋଲି ଇଡି ପକ୍ଷରୁ ସୂଚନା ମିଳିଛି।

ଇଡି ଏ ନେଇ ଅଧିକ ଖୋଳତାଡ କରିବାକୁ ଯାଇ ଡିଏଚଏଫଏଲର ସଭାପତି (ପ୍ରୋଜେକ୍ଟ ଫାଇନାନ୍ସ) ରାଜେନ୍ଦ୍ର ମିରାଶୀଙ୍କୁ ଜେରା କରିଛନ୍ତି। ଡିଓଆଇଟି ଅର୍ବାନ୍ ଭେଞ୍ଚର୍ସ ସୁରକ୍ଷା ଭାବରେ ୭୩୫ କୋଟି ଟଙ୍କା ମୂଲ୍ୟର ୫ଟି ସମ୍ପତ୍ତି ଡିଏଚଏଫଏଲକୁ ଦେଇଛି। କିନ୍ତୁ ଏହି ସମ୍ପତ୍ତି ଗୁଡିକର ମୂଲ୍ୟ (ଆଲିବାଗ ଏବଂ ରାଇଗଡର ଚାଷ ଜମି) ମାତ୍ର ୪୦ କୋଟି ଟଙ୍କା ଥିଲା। ଏହି ସମୟରେ କିନ୍ତୁ ରାଣା କପୁରଙ୍କ ତିନି ଝିଅଙ୍କ ସହ କୌଣସି କଥାବାର୍ତ୍ତା ହୋଇନଥିଲା। ସମସ୍ତ ଡିଲ୍ ରାଣା କପୁରଙ୍କ ବରିଷ୍ଠ କାର୍ଯ୍ୟନିର୍ବାହୀ ସଚିବ ଲତା ଡାଭେଙ୍କ ଦ୍ୱାରା ହୋଇଥିଲା ବୋଲି ମିରାଶୀ କହିଛନ୍ତି।

ମିରାଶୀ ଇଡିଙ୍କୁ କହିଛନ୍ତି ଯେ ଡିଓଆଇଟି ଅର୍ବାନ ଭେଞ୍ଚରର ବ୍ୟବସାୟିକ କାର୍ଯ୍ୟକଳାପ ନଥିଲେ ମଧ୍ୟ ୬୦୦ କୋଟି ଟଙ୍କା ଋଣ ଦିଆଯାଇଥିଲା। ଏମିତିକି ୨୦୨୩ ରେ ଋଣ ପରିଶୋଧ କରିବାକୁ ପଡ଼ିବ ବୋଲି ଡିଏଚଏଫଏଲ ପକ୍ଷରୁ କୁହାଯାଇଥିଲା।

ରବିବାର କପୁରଙ୍କ ତିନି ଝିଅ ରୋଶନୀ କପୁର, ରାଧା କପୁର ଖାନ୍ନା ଏବଂ ରାଖୀ କପୁର ଟଣ୍ଡନଙ୍କୁ ମଧ୍ୟ ଜେରା କରିଥିଲା। ମୋର୍ଗାନ କ୍ରେଡିଟ ମାଧ୍ୟମରେ ମୋର୍ଗାନ ଭେଞ୍ଚରର ୧୦୦ ପ୍ରତିଶତ ଅଂଶଧନ ସେମାନେ ପାଇଛନ୍ତି ବୋଲି କହିଛନ୍ତି।

ଇଡିଙ୍କୁ ଦେଇଥିବା ବିବୃତ୍ତିରେ ରାଣା କପୁର କହିଛନ୍ତି ୟେସ୍ ବ୍ୟାଙ୍କ ବିଲିଫ ରିଅଲଟର୍ସ (ଓ୍ୱଧଓ୍ନାନ ବ୍ରଦର୍ସ କାର୍ତ୍ତାଧର୍ତ୍ତି)କୁ ୭୫୦ କୋଟି ଟଙ୍କା ଋଣ ଦେଇଥିଲା। ସେଥିମଧ୍ୟରୁ ଡିଏଚଏଫଏଲର ରେଡିଓ ଗ୍ରୁପକୁ ୪୫୦ କୋଟି ଟଙ୍କା ଏବଂ ପରେଶ ଶାହା ଗ୍ରୁପ୍ ବିଲଡର୍ସଙ୍କୁ ବାକି ଟଙ୍କା ଋଣ ପ୍ରଦାନ କରାଯାଇଛି।

ଏହି ୭୫୦ କୋଟି ହେରଫେର ମାମଲାର ସମସ୍ତ କଥା ଆରଡବ୍ଲ୍ୟୁଡବ୍ଲ୍ୟୁ ଡେଭଲପରର ସିଏ ସୋନପାଲ ଜୈନ ଇଡିକୁ କହିଛନ୍ତି। ଆରଡବ୍ଲ୍ୟୁଡବ୍ଲ୍ୟୁ ହେଉଛି ଓ୍ନଧଓ୍ନାନ ବ୍ରଦର୍ସ ଦ୍ୱାରା ପରିଚାଳିତ କମ୍ପାନୀ। ଏହି ମନି ଲଣ୍ଡରିଂ ଷଡ଼ଯନ୍ତ୍ରରେ ସାମିଲ୍ ଥିବା ସମସ୍ତ ବ୍ୟକ୍ତି ଓ୍ୱଧଓ୍ୱାନ ଦର୍ସଙ୍କ ଦ୍ୱାରା ପରିଚାଳିତ।

ଇଡିର ସ୍ୱତନ୍ତ୍ର ଓକିଲ ସୁନୀଲ ଗୋଞ୍ଜାଲଭେ କୋର୍ଟଙ୍କୁ କହିଛନ୍ତି, ବ୍ୟାଙ୍କରେ ଜମା ରଖିଥିବା ବ୍ୟକ୍ତିଙ୍କ ଟଙ୍କାକୁ ୩୭୦୦ କୋଟି ଟଙ୍କା ଋଣରେ ପରିଣତ କରାଯାଇଛି। ଏହା ବ୍ୟତୀତ ୬୦୦ କୋଟିର ଅଲଗା ଋଣ ବ୍ୟବସ୍ଥା କରାଯାଇଛି। ଏହିଭଳି ଭାବରେ ମୋଟ୍ ୪,୩୦୦ କୋଟି ଟଙ୍କାର ହେରଫେର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story