ଛୁଟି କାଟିବାକୁ ଆସି ବୁଡ଼ିଗଲେ ତିନି ଛାତ୍ର

କୋଚୀ: ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜର ତିନି ଛାତ୍ର ଏବଂ କେରଳର ଏକ ରେସୋର୍ଟର ମାଲିକଙ୍କର କୋଚୀର ପେରିଆର ନଦୀରେ ବୁଡ଼ି ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଂସ୍କୃତ ଶିକ୍ଷାର ତୃତୀୟ ବର୍ଷ ଛାତ୍ର ଅନୁଭବ ଚନ୍ଦ୍ରା ଓ ଆଦିତ୍ୟ ପଟେଲ, ରସାୟନ ଶାସ୍ତ୍ରର ପ୍ରଥମବର୍ଷ ଛାତ୍ର କେନେଥ୍‌ ଜନ୍‌ ଏବଂ ରେସୋର୍ଟର ମାଲିକ ବେନି। ପୋଲିସ୍‌ ଶବ ଉଦ୍ଧାର କରି ପେରମ୍ବୁରର ତାଲୁକ ହସ୍ପିଟାଲରେ ରଖିଛି। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜର ୧୧ […]

st-stephens-students-drown-in-kerala

st-stephens-students-drown-in-kerala

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 04:35 PM IST

Sports

Latest News

କୋଚୀ: ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜର ତିନି ଛାତ୍ର ଏବଂ କେରଳର ଏକ ରେସୋର୍ଟର ମାଲିକଙ୍କର କୋଚୀର ପେରିଆର ନଦୀରେ ବୁଡ଼ି ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ସଂସ୍କୃତ ଶିକ୍ଷାର ତୃତୀୟ ବର୍ଷ ଛାତ୍ର ଅନୁଭବ ଚନ୍ଦ୍ରା ଓ ଆଦିତ୍ୟ ପଟେଲ, ରସାୟନ ଶାସ୍ତ୍ରର ପ୍ରଥମବର୍ଷ ଛାତ୍ର କେନେଥ୍‌ ଜନ୍‌ ଏବଂ ରେସୋର୍ଟର ମାଲିକ ବେନି। ପୋଲିସ୍‌ ଶବ ଉଦ୍ଧାର କରି ପେରମ୍ବୁରର ତାଲୁକ ହସ୍ପିଟାଲରେ ରଖିଛି।

ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜର ୧୧ ଛାତ୍ର ସହ ଦୁଇ ୱାର୍ଡନ୍‌ କେରଳକୁ ଛୁଟି କାଟିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story