କେଜ୍ରିଙ୍କୁ କୁମାର ବିଶ୍ୱାସଙ୍କ ‘ଫ୍ୟାମିଲି’ ବାଣ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି ପ୍ରର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୪୫ ଜଣଙ୍କ ସହ ଧାଡ଼ିରେ ଛିଡ଼ାହେବା ସହ ଦୀର୍ଘ ୬ ଘଣ୍ଟାର ଅପେକ୍ଷା ପରେ ଶେଷରେ ଧାଡ଼ି ଭିତରୁ ବାହାରି ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିଛି। କେଜ୍ରିୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଏଥିରେ ରାଜନୀତିର ଗନ୍ଧ ବାରିଥିବାବେଳେ କେଜ୍ରିୱାଲ ଏହାକୁ ହାଲକାର ସହିତ ନେବାକୁ ପ୍ରୟାସ କରିଛନ୍ତି। କିନ୍ତୁ କେଜ୍ରିୱାଲଙ୍କୁ ଏହି […]

Kumar-Biswas

Kumar-Biswas

Subrat Kumar Nayak
  • Published: Tuesday, 21 January 2020
  • Updated: 21 January 2020, 10:49 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି ପ୍ରର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୪୫ ଜଣଙ୍କ ସହ ଧାଡ଼ିରେ ଛିଡ଼ାହେବା ସହ ଦୀର୍ଘ ୬ ଘଣ୍ଟାର ଅପେକ୍ଷା ପରେ ଶେଷରେ ଧାଡ଼ି ଭିତରୁ ବାହାରି ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିଛି। କେଜ୍ରିୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଏଥିରେ ରାଜନୀତିର ଗନ୍ଧ ବାରିଥିବାବେଳେ କେଜ୍ରିୱାଲ ଏହାକୁ ହାଲକାର ସହିତ ନେବାକୁ ପ୍ରୟାସ କରିଛନ୍ତି। କିନ୍ତୁ କେଜ୍ରିୱାଲଙ୍କୁ ଏହି ମୌକାରେ ସମାଲୋଚନା କରିବାର ସୁଯୋଗ ଛାଡ଼ିନାହାନ୍ତି ଆପ୍‌ ଛାଡ଼ି ସାରିଥିବା କୁମାର ବିଶ୍ୱାସ।

ଏପରି ଧରଡ଼ରେ ଛିଡ଼ାହେବା ନେଇ କେଜ୍ରି କହିଥିଲେ, ଏହା ତାଙ୍କୁ ଫରକ ପଡ଼ୁନି। ସେମାନେ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରଥମଥର ଭୁଲ୍‌ ହେବ ଏବଂ ସେମାନେ ସମସ୍ତେ ମୋ ‘ଫ୍ୟାମିଲି’ର ବୋଲି କେଜ୍ରି କହିଥିଲେ। ତେବେ କବି କୁମାର ବିଶ୍ୱାସଙ୍କୁ ‘ଫ୍ୟାମିଲି’ ଶବ୍ଦଟି ବେଶ ଛୁଇଁଥିଲା।
https://twitter.com/DrKumarVishwas/status/1219588709491675136
କୁମାର ବିଶ୍ୱାସ ଏହି ଅବସରରେ କେଜ୍ରିଙ୍କ ପିତୃପ୍ରତିମ ଆନ୍ନା ହଜାରେ, ବଡ଼ ଭାଇ ପରି ଯୋଗେନ୍ଦ୍ର ଯାଦବ ଏବଂ ସାନ ଭାଇ ତଥା ବନ୍ଧୁ ନିଜେ କୁମାର ବିଶ୍ୱାସଙ୍କ କଥା ମନେ ପକାଇଥିଲେ। ସେ କହିଥିଲେ, “ଫ୍ୟାମିଲି? ଯେଉଁ ଆନ୍ନା ହଜାରେଙ୍କୁ ପିତୃପ୍ରତିମ କହିଥିଲେ, ଯୋଗେନ୍ଦ୍ର ଯାଦବ ବଡ଼ ଭାଇ ପରି ବୋଲି କହିଥିଲେ ଏବଂ ଯେଉଁ ସାଙ୍ଗକୁ ସାନ ଭାଇ କହିଥିଲେ ସେମାନଙ୍କ ସହ ଯେଉଁ ହତ୍ୟାକାରୀ ଭଳି ଷଡ଼ଯନ୍ତ୍ର କରିଥିଲ ଏହି ବିଚରାମାନଙ୍କ ସହ ସେପରି ବ୍ୟବହାର କରିବ? ଅତିକମରେ ପରିବାର-ସଂସ୍କାର ଆଦି ଶବ୍ଦ ବ୍ୟବହାର କରିବା ତ ଛାଡ଼ିଦଅ ଏବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story