ଲକଡାଉନକୁ ଫୁ’, ବାହାହେଲେ କୁମାରସ୍ୱାମୀଙ୍କ ପୁଅ

ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ଏହି କାରଣରୁ ସାଧାରଣ ଲୋକମାନେ ବାହାଘର, ବ୍ରତ ଘର ଓ ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମକୁ ବାତିଲ କରୁଛନ୍ତି। ହେଲେ କର୍ଣ୍ଣାଟକାର ପଲଟିକାଲ ହେଭିୱେଟ ଗୌଡ଼ା ପରିବାର କିନ୍ତୁ ଏହି ଲକଡାଉନ ନିୟମକୁ ଫୁ’ କରିଦେଇଛି। କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅଙ୍କ ବାହାଘର ବେଶ ଜାକଜକମରେ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ପୁଅ। ବାହାଘର […]

b

b

Hemant Lenka
  • Published: Friday, 17 April 2020
  • Updated: 17 April 2020, 03:27 PM IST

Sports

Latest News

ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ଏହି କାରଣରୁ ସାଧାରଣ ଲୋକମାନେ ବାହାଘର, ବ୍ରତ ଘର ଓ ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମକୁ ବାତିଲ କରୁଛନ୍ତି। ହେଲେ କର୍ଣ୍ଣାଟକାର ପଲଟିକାଲ ହେଭିୱେଟ ଗୌଡ଼ା ପରିବାର କିନ୍ତୁ ଏହି ଲକଡାଉନ ନିୟମକୁ ଫୁ’ କରିଦେଇଛି।

କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅଙ୍କ ବାହାଘର ବେଶ ଜାକଜକମରେ ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ପୁଅ। ବାହାଘର ବେଳେ ଦେବଗୌଡ଼ା ମଧ୍ୟ ସେଠାରେ ଉପସ୍ଥିତ ରହି ନାତି ଓ ନାତୁଣି ବୋହୂଙ୍କୂ ଆଶୀର୍ବାଦ ଦେଇଥିଲେ।

କୁମାରସ୍ୱାମୀଙ୍କ ପୁଅ ନିଖିଲ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଏମ କ୍ରିଷ୍ଣାପ୍ପାଙ୍କ ନିକଟ ସମ୍ପର୍କୀୟ ରେବତୀଙ୍କୁ ବିବାହ କରିଛନ୍ତି। ରାମନଗରା ଠାରେ ଥିବା ଏକ ଫାର୍ମ ହାଉସରେ ଶହଶହ ଲୋକଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ବାହାଘର ପାଇଁ ରାମନଗରା ଜିଲ୍ଲାରେ ମିଡିଆର ପ୍ରବେଶ ଉପରେ ରୋକ ଲାଗିଥିଲା। ତେବେ ବେଙ୍ଗାଲୁରୁରୁ ପ୍ରାୟ ୩୦ରୁ ୪୦ଟି କାର ଉକ୍ତ ଫାର୍ମ ହାଉସକୁ ଯାଇଥିବା ଦେଖିବାକୁ ମିଳିଛି।

କାର ଗୁଡ଼ିକୁ ଛାଡ଼ିବା ପାଇଁ ଗୌଡ଼ା ପରିବାର ପୁଲିସ୍‌କୁ ପଞ୍ଜିକୃତ ନମ୍ବର ମଧ୍ୟ ଦେଇଥିଲେ। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସରକାର ବାହାଘର ଓ ଜନ ସମାବେଶ ଉପରେ ରୋକ ଲଗାଇଛନ୍ତି। କର୍ଣ୍ଣାଟକା ମଧ୍ୟ କରୋନା ସଂକ୍ରମଣର ହଟସ୍ପଟ। ତଥାପି ଭିଭିଆଇପିମାନେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି।

ଲକଡାଉନ ବେଳେ କେମିତି ବାହାଘର ହେବ ବୋଲି ପୂର୍ବରୁ କୁମାରସ୍ୱାମୀଙ୍କୁ ପଚରା ଯାଇଥିଲା। ଏହି ସମୟରେ ସେ ବାହାଘର ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବେ ବୋଲି କହିଥିଲେ। ସେହିପରି ଡାକ୍ତରମାନଙ୍କ ପରାମର୍ଶକ୍ରମେ ବାହାଘର ପାଇଁ ଲୋକଙ୍କୁ ଛଡ଼ା ଯିବ ବୋଲି ସେ କହିଥିଲେ।
ତେଣୁ ନିଖିଲଙ୍କ ଏହି ବାହାଘର ପାଇଁ ସରକାର ଅନୁମତି ଦେଇଥିଲେ କି ନାହିଁ, ତା’ ଉପରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story