ପରିଚୟ ବଦଳାଇ ଲୁଚିଥିଲା ହତ୍ୟାକାରୀ, ୧୧ ବର୍ଷ ପରେ ଗିରଫ

ମୁମ୍ୱାଇ: ୧୧ ବର୍ଷ ପରେ ଅଭିଯୁକ୍ତ ହତ୍ୟାକାରୀ ଗିରଫ। ଜଣେ ମହିଳାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ପୁଲିସ ଆଖିରେ ଧୁଳି ଦେଇ ବୁଲିବାରେ ସଫଳ ହୋଇଥିଲା। ଗତ ଗୁରୁବାର କିନ୍ତୁ ଗିରଫ କରିବାରେ ସଫଳ ହୋଇଛି ମହାରାଷ୍ଟ୍ର ପୁଲିସ। ଡିସେମ୍ୱର ୨୦୧୦ରେ ଅଭିଯୁକ୍ତ ଜଣଙ୍କ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏବେ ଅଭିଯୋଗକାରୀ ମହିଳାକୁ ଖୋଜୁଛି ପୁଲିସ। ଡିସେମ୍ୱର ୨୦୧୦ରେ ଜଣେ ୨୮ ବର୍ଷୀୟ ମହିଳା ହତ୍ୟାର ଶିକାର ହୋଇଥିଲେ। ମହାରାଷ୍ଟ୍ରର […]

Raja-Bhimrao-Rampure

Raja-Bhimrao-Rampure

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 01:37 PM IST

Sports

Latest News

ମୁମ୍ୱାଇ: ୧୧ ବର୍ଷ ପରେ ଅଭିଯୁକ୍ତ ହତ୍ୟାକାରୀ ଗିରଫ। ଜଣେ ମହିଳାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ପୁଲିସ ଆଖିରେ ଧୁଳି ଦେଇ ବୁଲିବାରେ ସଫଳ ହୋଇଥିଲା। ଗତ ଗୁରୁବାର କିନ୍ତୁ ଗିରଫ କରିବାରେ ସଫଳ ହୋଇଛି ମହାରାଷ୍ଟ୍ର ପୁଲିସ। ଡିସେମ୍ୱର ୨୦୧୦ରେ ଅଭିଯୁକ୍ତ ଜଣଙ୍କ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏବେ ଅଭିଯୋଗକାରୀ ମହିଳାକୁ ଖୋଜୁଛି ପୁଲିସ।

ଡିସେମ୍ୱର ୨୦୧୦ରେ ଜଣେ ୨୮ ବର୍ଷୀୟ ମହିଳା ହତ୍ୟାର ଶିକାର ହୋଇଥିଲେ। ମହାରାଷ୍ଟ୍ରର କୁର୍ଲା ଇଷ୍ଟରେ କୋଠା ନିର୍ମାଣ ବେଳେ ମହିଳାଙ୍କ ସହ ବଚସା ହୋଇଥିଲା। ଆଉ ଉତ୍ତ୍ୟକ୍ତ ହୋଇ ରାଜା ଭିମରାଓ ରାମେପୁର ମହିଳା ଜଣଙ୍କୁ ହତ୍ୟା କରିଥିଲେ। ଏ ନେଇ ନେହରୁ ନଗର ଥାନାରେ ଏତଲା ହୋଇଥିଲା। ଏବେ ୧୧ ବର୍ଷ ପରେ ପୁଲିସ ରାଜାକୁ ଗିରଫ କରିବାରେ ସଫଳ ହୋଇଛି।

ପୁଲିସ କହିଛି ଅଭିଯୁକ୍ତ ଜଣଙ୍କ ହତ୍ୟା କରିବା ପରେ ଧର୍ମ ଏବଂ ନାମ ବଦଳାଇ ଦେଇଥିଲା। ରାଜା ଭିମରାଓରୁ ସେ ମହମ୍ମଦ ରିଆଜ ଶେଖ ଭାବରେ ନିଜର ପରିଚୟ ଏବଂ ଧର୍ମ ପରିବର୍ତ୍ତନ କରିଥିଲା। ଗିରଫ ବେଳକୁ ରାଜାର ବୟସ ୩୮ ହୋଇଥିବା ପୁଲିସ କହିଛି। ହତ୍ୟା କରିବା ପରେ ରାଜା କୁର୍ଲାର ବଟଶଳବାଇ ନାଇକ ନଗର ସ୍ଥିତ ଭଡ଼ା ଘର ଛାଡ଼ି ନିଜ ସ୍ତ୍ରୀ, ପିଲା ଛୁଆକୁ ଧରି ନିଜ ଗାଁ ସୋଲାପୁରକୁ ସ୍ୱଳ୍ପ ସମୟ ପାଇଁ ଚାଲିଆସିଥିଲା। ଏହାପରେ ସେ ଭାରତ ନଗର ଏରିଆର ବୈଶୀ ନାକା ଅଞ୍ଚଳରେ ପରିବାର ସହିତ ରହୁଥିଲା।

ନିକଟରେ ନେହରୁ ନଗର ଥାନାରେ ଥିବା ମାମଲାରେ ଯେଉଁ ସବୁ ଅଭିଯୁକ୍ତ ନିଖୋଜ ଅଛନ୍ତି ସେମାନଙ୍କ ବାବଦରେ ଖୋଳତାଡ କରିବାକୁ ଏସଆଇ ଧ୍ୟାନାଶ୍ୱେର ପାଟିଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ୨୦୧୦ ମସିହାର ଏହି ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଥିଲେ ପାଟିଲ। ପ୍ରଥମେ ରାଜା ୨୦୧୦ରେ କୁର୍ଲା ଇଷ୍ଟରେ ରହୁଥିବା ଭଡ଼ା ଘରକୁ ଆସିଥିଲେ। ସେଠାରେ ସେ ରାଜା ବାବଦରେ କୌଣସି ଖୋଜ୍ ଖବର ପାଇନଥିଲେ। ସ୍ଥାନୀୟ ଲୋକଙ୍କୁ ପଚାରିବାପରେ ଆଉ ଏକ ଠିକଣାରେ ଖୋଜିଥିଲେ। ସେଠାରେ ବି ବିଫଳ ହୋଇଥିଲେ ପାଟିଲ। ଏହାପରେ ପୁଣିଥରେ ସେହି ସ୍ଥାନୀୟ ଲୋକଙ୍କୁ ପଚାରି ରାଜାର ଜଣେ ଦୂର ସମ୍ପର୍କୀୟର ଠିକଣା ପାଇଥିଲେ। ଯିଏକି ରାଜାଙ୍କ ଘରକୁ ଆସୁଥିଲେ। ପୁଲିସ ରାଜାର ଦୂର ସମ୍ପର୍କୀୟ ପାଖରେ ପହଞ୍ଚି ରାଜା ବାବଦରେ ପଚାରିଥିଲେ। ହେଲେ ସେ ଜାଣିନଥିଲେ ରାଜା ନାମରେ ହତ୍ୟା ଅଭିଯୋଗ ରହିଛି ବୋଲି। ଏହାପରେ ପୁଲିସ ରାଜାର ଘର ପହଞ୍ଚି ଗିରଫ କରିଛି।

ଜେରା ବେଳେ ରାଜା ପାଖରୁ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ପରିଚୟ ପତ୍ର ଜବତ କରିଛି ପୁଲିସ। ମହିଳାଙ୍କ ସହିଚ ବଚସା ହେବାରୁ ଏକ ବାଉଁଶ ଏବଂ କାଠ ଫାଳିଆରେ ବାଡ଼େଇଥିଲେ। ଏହାପରେ ସଂପୃକ୍ତ ମହିଳାର ମୃତ୍ୟୁ ହୋଇଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି। ପୁଲିସ ଏବେ ଅଭିଯୋଗକାରିଣୀକୁ ଖୋଜୁଛି ଯିଏ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story