ଲହୋର: ସରକାର ଓ ସେନା ବିବାଦ ଖବର ଛାପିଥିବା ସାମ୍ବାଦିକଙ୍କୁ ପାକିସ୍ତାନ ବାହାରକୁ ଯିବା ମନା

ଲାହୋର: ପାକିସ୍ତାନରେ ନୱାଜ ସରିଫ ସରକାର ଓ ସେନା ମଧ୍ୟରେ ବିବାଦ ଦେଖା ଦେଇଥିବା ଖବର ପ୍ରକାଶ କରିଥିବା ‘ଦି ଡନ୍‌’ର ସାମ୍ବାଦିକ ସିରିଲ ଅଲମୀଡାଙ୍କୁ ଦେଶ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତଙ୍କୀ ସଂଗଠନକୁ ଆଇଏସ୍‌ଆଇ ସମର୍ଥନ ଦେବା କାରଣରୁ ବିଶ୍ୱ ଦରବାରରେ ପାକିସ୍ତାନ ନିନ୍ଦିତ ହେବା ସହ ଏକ ଘରିଆ ହେବା ସ୍ଥିତି ଉପୁଜିଛି ବୋଲି ସରକାର କହିଥିଲେ ବୋଲି ‘ଦି ଡନ୍‌’ରେ ପ୍ରକାଶ ପାଇଥିଲା। ଅଲମୀଡା ଟ୍ୱିଟ୍‌ କରି […]

pak

pak

Rakesh Mallick
  • Published: Tuesday, 11 October 2016
  • Updated: 04 May 2017, 03:44 PM IST

Sports

Latest News

ଲାହୋର: ପାକିସ୍ତାନରେ ନୱାଜ ସରିଫ ସରକାର ଓ ସେନା ମଧ୍ୟରେ ବିବାଦ ଦେଖା ଦେଇଥିବା ଖବର ପ୍ରକାଶ କରିଥିବା ‘ଦି ଡନ୍‌’ର ସାମ୍ବାଦିକ ସିରିଲ ଅଲମୀଡାଙ୍କୁ ଦେଶ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତଙ୍କୀ ସଂଗଠନକୁ ଆଇଏସ୍‌ଆଇ ସମର୍ଥନ ଦେବା କାରଣରୁ ବିଶ୍ୱ ଦରବାରରେ ପାକିସ୍ତାନ ନିନ୍ଦିତ ହେବା ସହ ଏକ ଘରିଆ ହେବା ସ୍ଥିତି ଉପୁଜିଛି ବୋଲି ସରକାର କହିଥିଲେ ବୋଲି ‘ଦି ଡନ୍‌’ରେ ପ୍ରକାଶ ପାଇଥିଲା।

ଅଲମୀଡା ଟ୍ୱିଟ୍‌ କରି କହିଛନ୍ତି ଯେ ତାଙ୍କୁ ଏକଜିଷ୍ଟ କଣ୍ଟ୍ରୋଲ ଲିଷ୍ଟରେ ରଖାଯାଇଛି। ସେ କହିଛନ୍ତି,“ସମସ୍ୟାରେ ପଡିଛି, ଦୁଃଖ ଲାଗୁଛି। ଅନ୍ୟ କେଉଁଠିକୁ ଯିବାକୁ କିଛି ଯୋଜନା ନ ଥିଲା। ପାକିସ୍ତାନ ମୋ ଘର।”

ଏକଜିଷ୍ଟ କଣ୍ଟ୍ରୋଲ ଲିଷ୍ଟ ପାକିସ୍ତାନ ସରକାରଙ୍କ ସୀମା ନିୟନ୍ତ୍ରଣ ବ୍ୟବସ୍ଥା । ଏହି ଲିଷ୍ଟରେ ଯେଉଁମାନଙ୍କ ନାଁ ଥାଏ ସେମାନଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳି ନ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story