ଶାଶୁ ଓ ନଣନ୍ଦଙ୍କ ନାଁରେ ଅଭିଯୋଗ ଆଣିଲେ ବୋହୂ ଐଶ୍ୱର୍ଯ୍ୟା

ପାଟନା: ବଢ଼ୁଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାରର କଳି। କିଛି ଦିନର ନିରବତା ପରେ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ଘରର ଗୁମର ଖୋଲିଛନ୍ତି। ଶାଶୁ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ରାଜ୍ୟସଭା ସାଂସଦ ତଥା ନଣନ୍ଦ ମୀସା ଭାରତୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ଐଶ୍ୱର୍ଯ୍ୟା। ସେ କହିଛନ୍ତି ଶାଶୁ ଘରେ ତାଙ୍କୁ ରୋଷେଇ ଘରେ ପ୍ରବେଶ ନିଷେଧ ଥିଲା। […]

aishwarya-rai

aishwarya-rai

Subhransu Sekhar
  • Published: Sunday, 29 September 2019
  • Updated: 29 September 2019, 05:08 PM IST

Sports

Latest News

ପାଟନା: ବଢ଼ୁଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାରର କଳି। କିଛି ଦିନର ନିରବତା ପରେ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ଘରର ଗୁମର ଖୋଲିଛନ୍ତି। ଶାଶୁ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ରାଜ୍ୟସଭା ସାଂସଦ ତଥା ନଣନ୍ଦ ମୀସା ଭାରତୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ଐଶ୍ୱର୍ଯ୍ୟା।

ସେ କହିଛନ୍ତି ଶାଶୁ ଘରେ ତାଙ୍କୁ ରୋଷେଇ ଘରେ ପ୍ରବେଶ ନିଷେଧ ଥିଲା। ଏମିତିକି ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଉନଥିଲା। ତେଣୁ ତାଙ୍କ ବାପଘରୁ ରନ୍ଧା ଖାଦ୍ୟ ଆସୁଥିଲା ବୋଲି ଲାଲୁଙ୍କ ବଡ଼ ବୋହୂ କହିଛନ୍ତି। ଏମିତିକି ତାଙ୍କ ବାପ ଘରୁ ଆସୁଥିବା ରନ୍ଧା ଖାଦ୍ୟ ଘରର ଆଉ କେହି ବ୍ୟକ୍ତି ଗ୍ରହଣ କରୁନଥିଲେ ବୋଲି ସେ କହିଛନ୍ତି।

ଶ୍ୱଶୁର ଲାଲୁଙ୍କ ବାବଦରେ କହିବାକୁ ଯାଇ ବୋହୂ ଐଶ୍ୱର୍ଯ୍ୟା କହିଛନ୍ତି, ସେ ଯଦି ଏବେ ଘରେ ଥାନ୍ତା ତାହେଲେ ଏମିତି ପରିସ୍ଥିତି ଉପୁଜିନଥାନ୍ତା। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଲାଲୁ ଯାଦବ ଏବେ ଜେଲରେ ରହିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଝାଡ଼ଖଣ୍ଡ ସ୍ଥିତି ରିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କର ବିବାହ ହୋଇଥିଲା। ଏହାର କିଛି ମାସ ପରେ ତେଜ ପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାଦ ଥିବା ସାମ୍ନାକୁ ଆସିଥିଲା। ନିକଟରେ ଶାଶୁ ଘର ଛାଡ଼ି ବାପଘରକୁ କାନ୍ଦିକାନ୍ଦି ଆସିଥିଲେ ଐଶ୍ୱର୍ଯ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story