ନୂଆଦିଲ୍ଲୀ: ଲଣ୍ଡନର ଫୌଜ୍ କଲଚରାଲ୍ ଫାଉଣ୍ଡେସନ ଜେଏନୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଅନଲାଇନରେ ମେସେଜ କରି ସେପ୍ଟେମ୍ବରରେ ଲଣ୍ଡନରେ ହେବାକୁ ଥିବା ଫୌଜ୍ ପିସ୍ ଆନୁଆଲ୍ ଫେଷ୍ଟିଭାଲରେ ଉଦବୋଧନ ଦେବା ପାଇଁ ଅନୁରୋଧ କରିଛି। କହ୍ନେୟାଙ୍କ ଲଣ୍ଡନ ଯିବା ପାଇଁ ଟିକେଟ୍ ଓ ରହିବା ପାଇଁ ବ୍ୟବସ୍ଥା ଫୌଜ୍ କଲଚରାଲ୍ ଫାଉଣ୍ଡେସନ ପକ୍ଷରୁ କରାଯିବ ବୋଲି କୁହାଯାଇଛି। କିନ୍ତୁ ଲଣ୍ଡନ ଯିବା ନେଇ କହ୍ନେୟାଙ୍କ ପାଖରୁ କୌଣସି ଉତ୍ତର ମିଳିନାହିଁ। ଅବଶ୍ୟ ସେ ଯିବା ପାଇଁ ମନା ବି କରି ନହାଁନ୍ତି।
କହ୍ନେୟା କହିଛନ୍ତି, “ ମୁଁ ବର୍ତ୍ତମାନ ଜେଏନୟୁ ବିବାଦ ଉପରେ ଫୋକସ କରିବାକୁ ଚାହୁଁଛି।”
ଲଣ୍ଡନରେ ଏହି ଫେଷ୍ଟିଭାଲ ୨୦୧୧ ମସିହାରୁ କରାଯାଉଛି। ପ୍ରସିଦ୍ଧ କବି ତଥା ସ୍ୱେଚ୍ଛାସେବୀ ଫୌଜ୍ ଅହମଦ ଫୌଜ୍ଙ୍କ ସ୍ମୃତିରେ ଆୟୋଜନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।