୧୭’ରେ ଶେଷ ଥର ପାଇଁ ମୋଦି କହିଲେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଚଳିତବର୍ଷର ଶେଷ ‘ମନ୍ କି ବାତ’ କାର୍ଯ୍ୟକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧନ କରିବା ସହ ନୂଆ ଭାରତ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବପୀଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି- “ନୂଆ ଭାରତ ଗଠନ ପାଇଁ ଯୁବପୀଢ଼ିଙ୍କୁ ଏକଜୁଟ ହେବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଦେଶରେ ଉନ୍ନତି ଏବଂ ବିକାଶରେ ଜନତାଙ୍କ ମୁଖ୍ୟ ଭୂମିକା ରହିଥିବା କଥା। ଦେଶରୁ ଜାତିବାଦ ଏବଂ ସମ୍ପ୍ରଦାୟବାଦରୁ ମୁକ୍ତ ହେବାକୁ ପଡ଼ିବ। ସକାରାତ୍ମକ ଉତ୍ସାହ ରହିଲେ କଠିନରୁ କଠିନତମ କାର୍ଯ୍ୟ ସମ୍ଭବ ହୋଇପାରିବ।”

ପଜେଟିଭ୍ ଇଣ୍ଡିଆ ହିଁ ପ୍ରୋଗ୍ରେସିଭ୍ ଇଣ୍ଡିଆ ଗଠନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେବା ପରମଧର୍ମ, ଜୀବ ସେବା ହିଁ ଇଶ୍ୱର ସେବା ବୋଲି ଅବିହିତ କରିଛନ୍ତି ମୋଦି। ଆସନ୍ତା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ୧୦ଟି ଏସିଆନ୍ ଦେଶର ଅତିଥି ଯୋଗ ଦେବା ନେଇ ଏହି ଅବସରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Ordigital Desk
• Published: Sunday, 31 December 2017
• Updated: 31 December 2017, 04:46 PM IST

Sports

Latest News

ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଚଳିତବର୍ଷର ଶେଷ ‘ମନ୍ କି ବାତ’ କାର୍ଯ୍ୟକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧନ କରିବା ସହ ନୂଆ ଭାରତ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବପୀଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି- “ନୂଆ ଭାରତ ଗଠନ ପାଇଁ ଯୁବପୀଢ଼ିଙ୍କୁ ଏକଜୁଟ ହେବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଦେଶରେ ଉନ୍ନତି ଏବଂ ବିକାଶରେ ଜନତାଙ୍କ ମୁଖ୍ୟ ଭୂମିକା ରହିଥିବା କଥା। ଦେଶରୁ ଜାତିବାଦ ଏବଂ ସମ୍ପ୍ରଦାୟବାଦରୁ ମୁକ୍ତ ହେବାକୁ ପଡ଼ିବ। ସକାରାତ୍ମକ ଉତ୍ସାହ ରହିଲେ କଠିନରୁ କଠିନତମ କାର୍ଯ୍ୟ ସମ୍ଭବ ହୋଇପାରିବ।”

ପଜେଟିଭ୍ ଇଣ୍ଡିଆ ହିଁ ପ୍ରୋଗ୍ରେସିଭ୍ ଇଣ୍ଡିଆ ଗଠନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେବା ପରମଧର୍ମ, ଜୀବ ସେବା ହିଁ ଇଶ୍ୱର ସେବା ବୋଲି ଅବିହିତ କରିଛନ୍ତି ମୋଦି। ଆସନ୍ତା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ୧୦ଟି ଏସିଆନ୍ ଦେଶର ଅତିଥି ଯୋଗ ଦେବା ନେଇ ଏହି ଅବସରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos