ଦିଲ୍ଲୀ ରାଜପଥରେ ଗଡ଼ିଲା ଓଡ଼ିଶାର ରୁକୁଣା ରଥ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା। ତା’ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ତା’ ମଧ୍ୟରେ ଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଦେଖିବାକୁ ମିଳିଥିଲା। ଏଥିସହିତ ଲିଙ୍ଗରାଜ ମନ୍ଦିରର ପ୍ରତିକୃତିକୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ପ୍ରଜ୍ଞାପନ ମେଢ଼ […]

odisha prangyan pana medha (1)

odisha prangyan pana medha (1)

Subhransu Sekhar
  • Published: Sunday, 26 January 2020
  • Updated: 26 January 2020, 12:15 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା। ତା’ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ତା’ ମଧ୍ୟରେ ଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଦେଖିବାକୁ ମିଳିଥିଲା। ଏଥିସହିତ ଲିଙ୍ଗରାଜ ମନ୍ଦିରର ପ୍ରତିକୃତିକୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ପ୍ରଜ୍ଞାପନ ମେଢ଼ ଉପରେ ୮ ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ସେହିପରି ମେଢ଼ ଚାରିପାଖେ ୨୦ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଶା ବ୍ୟତୀତ ତେଲେଙ୍ଗାନା, ଆସାମ, ହିମାଚଳ ପ୍ରଦେଶ, ଗୋଆ ଆଦି ରାଜ୍ୟର ପ୍ରଜ୍ଞାପନ ମେଢ଼ ରାଜପଥରେ ପ୍ରଦର୍ଶିତ ହୋଇଥିଲା। ମୋଟ୍ ୧୬ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିବାବେଳେ ୧୧ ନମ୍ବର ସ୍ଥାନରେ ଆସିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼।

ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ପରିକଳ୍ପନା କରିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୫ଟି ଡିଜାଇନ୍ ପଠାଯାଇଥିଲା। ସେଥି ମଧ୍ୟରୁ ଗଜେନ୍ଦ୍ରଙ୍କ ଡିଜାଇନ୍ ଯୋଗ୍ୟ ବିବେଚିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story