ଆଗାମୀ ଲକଡାଉନ୍ ସଂପର୍କରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ପରେ ୫.୦ ହେବ କି? ଯଦି ହେବ କେମିତି? କେଉଁ କଟକଣା କୋହଳ ହେବ? ରବିବାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଏଭଳି କିଛି ପ୍ରଶ୍ନ ଏବେ ଜନସାଧରଣଙ୍କ ମନରେ ରହିଛି। ଆଉ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଏହି ସବୁ ପ୍ରଶ୍ନର ଶିକାର ହୋଇଛନ୍ତି। ଜବାବରେ ସେ କହିଛନ୍ତି କଟକଣା […]

PRAKASH JAVDEKAR

PRAKASH JAVDEKAR

Subhransu Sekhar
  • Published: Saturday, 30 May 2020
  • Updated: 30 May 2020, 06:23 PM IST

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ପରେ ୫.୦ ହେବ କି? ଯଦି ହେବ କେମିତି? କେଉଁ କଟକଣା କୋହଳ ହେବ? ରବିବାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଏଭଳି କିଛି ପ୍ରଶ୍ନ ଏବେ ଜନସାଧରଣଙ୍କ ମନରେ ରହିଛି। ଆଉ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଏହି ସବୁ ପ୍ରଶ୍ନର ଶିକାର ହୋଇଛନ୍ତି। ଜବାବରେ ସେ କହିଛନ୍ତି କଟକଣା ତ ରହିବ ହେଲେ ଅନେକ କ୍ଷେତ୍ରରେ କୋହଳ ହେବ।

ସେ କହିଛନ୍ତି ଅଳ୍ପ କିଛି କ୍ଷେତ୍ର ଏବଂ ନିୟମ କୋହଳ ରହିବ। ହେଲେ ଯେଉଁ ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବେ ସେହି ସ୍ଥାନରେ କଟକଣା ଲଗାଯିବ ବୋଲି ସେ ପରୋକ୍ଷରେ କହିଛନ୍ତି। ଲକଡାଉନ ଏକ ସଠିକ୍ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ କହିଛନ୍ତି, ଯଦି ଦେଶରେ ଠିକ୍ ସମୟରେ ଏଭଳି ନିଷ୍ପତ୍ତି ନିଆଯାଇନଥାନ୍ତା ତା’ହେଲେ ଆଜି ଭାରତରେ ୫୦ ଲକ୍ଷ ହୋଇଥାନ୍ତା କରୋନା ସଂକ୍ରମିତଙ୍କ ସଂଖ୍ୟ।

ଏମିତି ହୋଇପାରେ ଲକଡାଉନ୍ ୫.୦

ଗୁରୁବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଅମିତ ଶାହ ଫୋନରେ କଥା ହୋଇଥିଲେ। ଏହାପରେ ଶୁକ୍ରବାର ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦେଶର ୧୩ଟି ସହରକୁ ଛାଡ଼ି ଅନ୍ୟ ସହରକୁ କଟକଣା ମୁକ୍ତ କରାଯିବ। ସେହପିର ଜୁନ୍ ୧ରୁ ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ଆଦି ଖୋଲିବାକୁ ଅନୁମତି ମିଳିପାରେ।

ଏହି ୧୩ ସହର ହେଲେ, ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, ଅହମଦାବାଦ, ଥାନେ, ହାଇଦ୍ରାବାଦ, କୋଲକାତା/ହାଓ୍ୱଡ଼ା, ଇନ୍ଦୋର, ଜୟପୁର, ଯୋଧପୁର, ତାମିଲନାଡୁର ଚେଙ୍ଗଲପଟ୍ଟୁ ଏବଂ ତିରୁଓ୍ୱଲୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story