“ଲୋକଙ୍କ ପାଖକୁ ଯାଉଛ କି ନାହିଁ?” ଦଳୀୟ ସାଂସଦଙ୍କୁ ମୋଦିଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ସାଂସଦଙ୍କୁ କଡା ତାଗିଦ କରିଛନ୍ତି। ବୈଠକରେ ମୋଦି ସାଂସଦମାନଙ୍କୁ ଗାଁକୁ ଯାଉଛ କି ନାହିଁ ପ୍ରଶ୍ନ କରିଥିଲେ। “ଯଦି ଗାଁକୁ ଯାଉଛ ତେବେ ସରକାରଙ୍କ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରୁଛ କି ନାହିଁ? ଯଦି ସରକାରୀ ଯୋଜନା ସମ୍ପର୍କରେ ନିଜେ ନ ଜଣାଇବ ତା’ହେଲେ ଆମେ ସେମାନଙ୍କ ପାଇଁ କ’ଣ କରୁଛୁ ଲୋକେ କେମିତି ଜାଣିବେ” ମୋଦି ବୋଲି କହିଥିଲେ। […]

modi

modi

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 12:50 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ସାଂସଦଙ୍କୁ କଡା ତାଗିଦ କରିଛନ୍ତି। ବୈଠକରେ ମୋଦି ସାଂସଦମାନଙ୍କୁ ଗାଁକୁ ଯାଉଛ କି ନାହିଁ ପ୍ରଶ୍ନ କରିଥିଲେ। “ଯଦି ଗାଁକୁ ଯାଉଛ ତେବେ ସରକାରଙ୍କ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରୁଛ କି ନାହିଁ? ଯଦି ସରକାରୀ ଯୋଜନା ସମ୍ପର୍କରେ ନିଜେ ନ ଜଣାଇବ ତା’ହେଲେ ଆମେ ସେମାନଙ୍କ ପାଇଁ କ’ଣ କରୁଛୁ ଲୋକେ କେମିତି ଜାଣିବେ” ମୋଦି ବୋଲି କହିଥିଲେ।

ବୈଠକରେ ମୋଦି ଏନ୍‌ଡିଏ ସରକାରର ସଫଳତା ସମ୍ପର୍କରେ ଅବଗତ କରିବା ସହ କହିଥିଲେ, “୩ କୋଟି ୧୮ ଲକ୍ଷ ଲୋକଙ୍କୁ ନୂଆ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ୩ କୋଟି ଲୋକ ମୁଦ୍ରାବ୍ୟାଙ୍କରୁ ଫାଇଦା ପାଇଛନ୍ତି। ଏ ସମ୍ପର୍କରେ ସାଧାରଣ ଜନତା ଜାଣିବା ଆବଶ୍ୟକ। ଯଦି ଆପଣମାନେ ସରକାରଙ୍କ ଏ ସଫଳତା ଲୋକଙ୍କୁ ନ ଜଣାଇବ ସେମାନେ ଜାଣିବେ କେମିତି?

ୟୁପିଏ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଥିଲେ, “ପୂର୍ବ ସରକାର ନିଜ ଯୋଜନାକୁ ନେଇ ଖାଲି କଥା କହୁଥିଲା। ହେଲେ ଆମେ ଲୋକଙ୍କ ପାଇଁ କ’ଣ କରୁଛୁ ତାହାର ସୂଚନା ଲୋକଙ୍କୁ ଦିଅ।” ଏହାସହ କେଉଁ ସାଂସଦ ନିଜ ନିର୍ବାଚନ ମଣ୍ଡଳିରେ ‘ଉର୍ଜା ଉତ୍ସବ’ ପାଳନ କରିଛନ୍ତି ବୋଲି ମୋଦି ପ୍ରଶ୍ନ କରିଥିଲେ।

ବୈଠକରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଭେଙ୍କେୟା ନାଇଡୁ ଅଗସ୍ତା ଡିଲ ଉପରେ ଦଳର ଆଭିମୁଖ୍ୟ ସମ୍ପର୍କରେ ସାଂସଦମାନଙ୍କୁ ଅବଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story