ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ନୂଆଦିଲ୍ଲୀ: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି ଔଷଧର ପ୍ରତି ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା। ଡିଜିସିଆଇ ପକ୍ଷରୁ ଫାଭିପିରଭିରକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିବା ଲୁପିନ ପକ୍ଷରୁ କୁହାଯାଇଛି। କୋଭିଡ ହଲ୍ଟ କରୋନା ରୋଗୀଙ୍କୁ ଦୃଷ୍ଟିରେ ରଖି […]

fd

fd

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 06:16 PM IST

Sports

Latest News

ନୂଆଦିଲ୍ଲୀ: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି ଔଷଧର ପ୍ରତି ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।

ଡିଜିସିଆଇ ପକ୍ଷରୁ ଫାଭିପିରଭିରକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିବା ଲୁପିନ ପକ୍ଷରୁ କୁହାଯାଇଛି। କୋଭିଡ ହଲ୍ଟ କରୋନା ରୋଗୀଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରତି ଟ୍ୟାବଲେଟ ହେଉଛି ୨୦୦ ଏମଜି। ଗୋଟିଏ ଷ୍ଟ୍ରିପରେ ୧୦ଟି ଟ୍ୟାବଲେଟ ରହିଛି। ଗୋଟିଏ ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।

ଏହାପୂର୍ବରୁ ଅଗଷ୍ଟ ୪ରେ ସନ୍‌ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରୀ ଫାଭିପିରାଭିରକୁ ଫ୍ଲୁଗାର୍ଡ ନାଁରେ ବଜାରକୁ ଛାଡ଼ିଥିଲା। ଏହାର ପ୍ରତି ଟ୍ୟାବଲେଟର ମୂଲ୍ୟ ୩୫ ଟଙ୍କା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story