ନୂଆଦିଲ୍ଲୀ: ଔଷଧ ଉତ୍ପାଦନକାରୀ ସଂସ୍ଥା ଲୁପିନ ଆଜି କରୋନା ଔଷଧ ବାହାର କରିଛି। କରୋନା ପାଇଁ ଫଳପ୍ରଦ ହେଉଥିବା ଫାଭିପିରାଭିର ଔଷକୁ ଉକ୍ତ କମ୍ପାନୀ କୋଭିହଲ୍ଟ ବ୍ରାଣ୍ଡ ନାଁରେ ବଜାରକୁ ଛାଡ଼ିଛି। ମାଇଲ୍ଡ ଓ ମୋଡରେଟ କରୋନା ରୋଗୀଙ୍କ ପାଇଁ ବାହାରିଥିବା ଏହି ଔଷଧର ପ୍ରତି ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।
ଡିଜିସିଆଇ ପକ୍ଷରୁ ଫାଭିପିରଭିରକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେଇଥିବା ଲୁପିନ ପକ୍ଷରୁ କୁହାଯାଇଛି। କୋଭିଡ ହଲ୍ଟ କରୋନା ରୋଗୀଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରତି ଟ୍ୟାବଲେଟ ହେଉଛି ୨୦୦ ଏମଜି। ଗୋଟିଏ ଷ୍ଟ୍ରିପରେ ୧୦ଟି ଟ୍ୟାବଲେଟ ରହିଛି। ଗୋଟିଏ ଟ୍ୟାବଲେଟର ମୂଲ୍ୟ ୪୯ ଟଙ୍କା।
ଏହାପୂର୍ବରୁ ଅଗଷ୍ଟ ୪ରେ ସନ୍ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରୀ ଫାଭିପିରାଭିରକୁ ଫ୍ଲୁଗାର୍ଡ ନାଁରେ ବଜାରକୁ ଛାଡ଼ିଥିଲା। ଏହାର ପ୍ରତି ଟ୍ୟାବଲେଟର ମୂଲ୍ୟ ୩୫ ଟଙ୍କା ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।