ବଢ଼ିଲା ବିଶପ୍‌ଙ୍କ ଅଡ଼ୁଆ, ଆଉ ଜଣେ ନନ୍‌ ଆଣିଲେ ଅଭିଯୋଗ

କୋଟ୍ଟାୟମ୍‌: ଶନିବାର କେରଳର ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ କରିଥିବା ଡିସଚାର୍ଜ ପିଟସନ୍‌ର ଶୁଣାଣି ହେବାକୁ ଅଛି। ଏହା ପୂର୍ବରୁ ହିଁ ଆଉ ଜଣେ ନନ୍‌ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାର ୧୪ତମ ସାକ୍ଷୀ ଅଭିଯୋଗ ଆଣିଛନ୍ତି ବିଶପ୍‌ ଫୋନ୍‌ କଲ, ମେସେଜ୍ ଏବଂ ଭିଡିଓ କଲ୍‌ରେ ଯୌନ ସମ୍ପର୍କ ସମ୍ପର୍କିତ ମନ୍ତବ୍ୟ ଦେଉଥିଲେ। ଏପରିକି ତାଙ୍କୁ ବିଶପ୍‌ ଆପତ୍ତିଜନକ ଭାବେ ଛୁଇଁଥିବା ସେ ଅଭିଯୋଗ ଆଣିଛନ୍ତି। ନନ୍‌ ଜଣକ ୨୦୧୮ ମସିହା ସେପ୍ଟେମ୍ବରରେ ପୁଲିସ୍‌କୁ […]

bishop

bishop

Subrat Kumar Nayak
  • Published: Friday, 21 February 2020
  • Updated: 21 February 2020, 09:07 PM IST

Sports

Latest News

କୋଟ୍ଟାୟମ୍‌: ଶନିବାର କେରଳର ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ କରିଥିବା ଡିସଚାର୍ଜ ପିଟସନ୍‌ର ଶୁଣାଣି ହେବାକୁ ଅଛି। ଏହା ପୂର୍ବରୁ ହିଁ ଆଉ ଜଣେ ନନ୍‌ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାର ୧୪ତମ ସାକ୍ଷୀ ଅଭିଯୋଗ ଆଣିଛନ୍ତି ବିଶପ୍‌ ଫୋନ୍‌ କଲ, ମେସେଜ୍ ଏବଂ ଭିଡିଓ କଲ୍‌ରେ ଯୌନ ସମ୍ପର୍କ ସମ୍ପର୍କିତ ମନ୍ତବ୍ୟ ଦେଉଥିଲେ। ଏପରିକି ତାଙ୍କୁ ବିଶପ୍‌ ଆପତ୍ତିଜନକ ଭାବେ ଛୁଇଁଥିବା ସେ ଅଭିଯୋଗ ଆଣିଛନ୍ତି।

ନନ୍‌ ଜଣକ ୨୦୧୮ ମସିହା ସେପ୍ଟେମ୍ବରରେ ପୁଲିସ୍‌କୁ କହିଥିଲେ, “ମୁଁ ବିଶପ୍‌ଙ୍କୁ ବିହାରରେ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଭେଟିଥିଲି। କନଭେଣ୍ଟର ବିଭିନ୍ନ କାମରେ ମୁଁ ବିଶପଙ୍କୁ ବହୁତ ଥର ଫୋନ୍‌ କରିଛି। ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଆମେ ବହୁତ ଥର ଫୋନ୍‌ କଲ୍‌ରେ, ମେସେଜ୍‌ରେ ଏବଂ ଭିଡିଓ କଲ୍‌ରେ କଥା ହୋଇଛୁ। ମୁଁ ଜଣେ ବନ୍ଧୁଙ୍କ ପାଇଁ କଲ୍‌ କରୁଥିଲି। ୨୦୧୫ ମସିହା ଶେଷ ଆଡ଼କୁ ସେ ଯୌନେଚ୍ଛା ରଖି କଥାବାର୍ତ୍ତା କରୁଥିଲେ। ଏହା ମୋତେ ମାନସିକ ନିର୍ଯାତନା ଦେଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି, “ବିଶପ୍‌ ଏହାପରେ କଲ୍‌ କରିବା ଜାରି ରଖିଥିଲେ। ସେ ମୋର ଏବଂ ତାଙ୍କର ଶରୀରର ବିଭିନ୍ନ ଅଙ୍ଗ ବାବଦରେ ବଖାଣି ଭିଡିଓ କଲ୍‌ କରୁଥିଲେ। ଯଦିଓ ସେକ୍ସ ଚାଟ୍‌ କରିବାରେ ମୋର କୌଣସି ଆଗ୍ରହ ନଥିଲା, ବିଶପ୍‌ କାଳେ ଅସନ୍ତୁଷ୍ଟ ହେବେ ଏବଂ ମୋତେ ଚର୍ଚ୍ଚରୁ ବାହାରିବାକୁ ହେବ ଭାବି ବିରୋଧ କରିପାରିନଥିଲି।”

ନନ୍‌ ଜଣକ କହିଛନ୍ତି, “୨୦୧୭ ମସିହାରେ ମୋର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଯାଇଥିଲା, ଫଳରେ ଚର୍ଚ୍ଚରେ ସମସ୍ୟା ହୋଇଥିଲା। ତେଣୁ ମୋତେ କେରଳ ପଠାଇଦିଆଗଲା। ଏହି ଘଟଣାର ତଦନ୍ତ ପାଇଁ କନଭେଣ୍ଟକୁ ବିଶପ୍‌ ଆସିଥିଲେ। ରାତି ପ୍ରାୟ ଗୋଟାଏ ବେଳକୁ ତାଙ୍କ ରୁମ୍‌କୁ ଡାକି ଚେୟାରରେ ବସିବାକୁ କହିଲେ। ଏହାପରେ ଘଟଣା ବାବଦରେ ପ୍ରାୟ ୨ ଘଣ୍ଟା ଧରି କଥା ହେଲୁ। ମୁଁ ବାହରିବାକୁ ଯାଉଥିଲାବେଳେ ନନ୍‌ ମୋତେ ଆଲିଙ୍ଗନ କରିବା ସହ ମୋ ମଥାରେ ଚୂମ୍ବନ ଦେଇଥିଲେ। ମୋତେ ଭାରି ଖରାପ ଲାଗିଥିଲା। ଏହାପରେ ବିଶପ୍‌ ସେଠାରୁ ପଳାଇଯାଇଥିଲେ। ମୁଁ ବିଶପ୍‌ଙ୍କୁ ବହୁତ ଥର କଲ କରିଥିଲେ ହେଁ ସେ ବ୍ୟସ୍ତ ଥିବା କହିଥା’ନ୍ତି। ଏହାପରେ ମୁଁ କଲ୍‌ କରିବା ବନ୍ଦ କରିଦେଲି।”

ନନ୍‌ଙ୍କୁ ନ୍ୟାୟ ଦେବାପାଇଁ ଦୁଷ୍କର୍ମ ମାମଲା ଲଢ଼ୁଥିବା ସେଭ୍‌ ଆୱାର ସିଷ୍ଟର୍ସ ଫୋରମ୍‌ ଅଭିଯୋଗ ଆଣିଛି ଯେ, ନୂତନ ମାମଲାକୁ ପୃଥକ ଭାବେ ରୁଜୁ କରାଯାଇନି। ପୁଲିସ୍‌ କହିଛି ଦ୍ୱିତୀୟ ନନ୍‌ ଜଣକ ଏଥିପାଇଁ ଅନିଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ କେବଳ ୧୪ତମ ସାକ୍ଷୀ ଭାବେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story