ମଧ୍ୟପ୍ରଦେଶରେ ବାହାର ରାଜ୍ୟର ଲୋକଙ୍କୁ ମିଳିବନି ସରକାରୀ ଚାକିରି

ଭୋପାଲ: ଏଣିକି ବାହାର ରାଜ୍ୟର ଲୋକଙ୍କୁ ମଧ୍ୟପ୍ରଦେଶର ସରକାରୀ ଚାକିରି ମିଳିବ ନାହିଁ। କେବଳ ରାଜ୍ୟବାସୀଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷଣ ହୋଇ ରହିବ। ଏ ସମ୍ପର୍କରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଜି ମଧ୍ୟପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆମେ ସବୁ ପ୍ରକାରର ଆଇନଗତ ବ୍ୟବସ୍ଥା ଗ୍ରହଣ କରିବୁ, ଯାହା ଦ୍ୱାରାରେ ଏଠାକାର ସରକାରୀ କେବଳ ରାଜ୍ୟର ଯୁବକମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ। ମଧ୍ୟପ୍ରଦେଶର ସମସ୍ତ […]

fd

fd

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 05:30 PM IST

Sports

Latest News

ଭୋପାଲ: ଏଣିକି ବାହାର ରାଜ୍ୟର ଲୋକଙ୍କୁ ମଧ୍ୟପ୍ରଦେଶର ସରକାରୀ ଚାକିରି ମିଳିବ ନାହିଁ। କେବଳ ରାଜ୍ୟବାସୀଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷଣ ହୋଇ ରହିବ। ଏ ସମ୍ପର୍କରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଆଜି ମଧ୍ୟପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆମେ ସବୁ ପ୍ରକାରର ଆଇନଗତ ବ୍ୟବସ୍ଥା ଗ୍ରହଣ କରିବୁ, ଯାହା ଦ୍ୱାରାରେ ଏଠାକାର ସରକାରୀ କେବଳ ରାଜ୍ୟର ଯୁବକମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ। ମଧ୍ୟପ୍ରଦେଶର ସମସ୍ତ ସମ୍ବଳ କେବଳ ମଧ୍ୟପ୍ରଦେଶର ପିଲାମାନଙ୍କ ପାଇଁ ଉପଲବ୍ଧ। ଏ ସଂକ୍ରାନ୍ତରେ ଖୁବଶୀଘ୍ର ଆଇନ ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଶନିବାର ସ୍ୱାଧୀନତା ଦିବସ ଉଦବୋଧନ ବେଳେ ଶିବରାଜ ସିଂହ ଚୌହାନ କହିଥିଲେ ଯେ ମଧ୍ୟପ୍ରଦେଶ ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନରେ ପ୍ରଥମେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ନିଯୁକ୍ତି ସଙ୍କଟ ଦେଖା ଯାଇଥିବା ବେଳେ ଆମ ଯୁବକମାନେ କେମିତି ଚାକିରି ପାଇବେ, ତାହା ହିଁ ଆମର ମୂଳ ଲକ୍ଷ୍ୟ। ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କ ଶିଟ୍‌ ଆଧାରରେ ଯୁବକଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story